ଆଜିଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ୩ ଦିନ ଧରି ଏହି ଗଣନା ଚାଲିବ। ଚିଲିକା, ସାତପଡ଼ା,...

ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ବଡ଼ଗଡ଼ ଥାନା ତାକରଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶିଶୁ ଦୁଇଜଣ ହେଲେ ସିଦ୍ଧପୁର ଗାଁର ବସୁମତୀ ସେଠୀ...

ମୋ’ ବୃତ୍ତିଗତ ଜୀବନରେ ‘ଦମନ’

ଡାକ୍ତର ସରୋଜ କୁମାର ମିଶ୍ର ଖବରକାଗଜରୁ ପଢ଼ିଲି ‘ଦମନ’ ସିନେମା ଭଲ ହୋଇଛି। ସୁନ୍ଦରଗଡ଼ର ପ୍ରେକ୍ଷାଳୟରେ ପୂର୍ଣ୍ଣ ଗହଳିରେ ଚାଲିଛି। ଭୁରି ଭୁରି ପ୍ରସଂଶା ସମସ୍ତଙ୍କର। ଟିକସ ରିହାତି ବି ହୋଇଗଲାଣି। ନିର୍ଦ୍ଦେଶକଙ୍କଠାରୁ ସ୍ୱାସ୍ଥ୍ୟ...

ଖଲ୍ଲିକୋଟ: ରାଗିଂ କରିବା ମହଙ୍ଗା ପଡ଼ିଲା, ୭ ଛାତ୍ର କଲେଜ କ୍ୟାମ୍ପସରୁ ଆଉଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଗିଂ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି। ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ ସମ୍ପୃକ୍ତ...

ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

‘ମୋ କଲେଜ’ ଅଭିଯାନ ଅଧୀନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏକ ‘ଆଲୁମିନ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା...

ଓଡ଼ିଶାରେ କଳା ଶିକ୍ଷା

କପିଳାସ ଭୂୟାଁ ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ...

ସମୁଦ୍ର ମଝିରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ...

ପିତଳ ଛକରେ ୪ ଭାଇଙ୍କ ହତ୍ୟା ଘଟଣା, ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ କମେଣ୍ଟ ମରାକୁ ନେଇ ୪ ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି।...

ପୌର ଫଇସଲା: ବ୍ରହ୍ମପୁରରେ ବିଜେଡି-ବିଜେପି ଭିତରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ପୌର ଭୋଟ୍ ଗଣତି। ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ। ସକାଳ ୧୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା...