ପାରାଦୀପରେ ଅମ୍ପନର ପ୍ରଭାବ – ୯୮ କିଲୋମିଟର ବେଗରେ ବହୁଛି ପବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପରେ ମଙ୍ଗଳବାରଠୁ ପ୍ରଭାବ ଦେଖାଇବା ଆରମ୍ଭ କରିଥିଲା ବାତ୍ୟା ଅମ୍ପନ।  ବୁଧବାର ଏହାର ପ୍ରଭାବ ଆହୁରି ବଢ଼ିଛି। ପାରାଦୀପରେ ୯୮ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି। ଆଗକୁ ପବନର ...

ଅମ୍ପନ ପ୍ରଭାବରେ ପାରାଦୀପରେ ପାଗ କୋହଲା, ଆରମ୍ଭ ହେଲାଣି ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାବାତ୍ୟାର ରୂପ ନେଇ ମାଡ଼ି ଆସୁଥିବା ଅମ୍ପନ ପାରାଦୀପରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି। ପାରାଦୀପଠାରୁ ଏବେ ୫୭୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଲ୍ୟାଣ୍ଡଫଲ୍‌ ବେଳେ ଉପକୂଳରେ ଉଠିପାରେ ୬...
Amphan

ଅମ୍ପନ ପାଇଁ ଜଗତସିଂହପୁର ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପାଇଁ ସଜାଗ ରହିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ସୋମବାର ରାତିରୁ ତଳିଆ ଅଞ୍ଚଳରୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟ।। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପନ ଏବେ ଓଡ଼ିଶା ଉପକୂଳର...
Coronavirus - Elmshorn

ରାଜ୍ୟରେ ପୁଣି ୨୦ ପଜିଟିଭ୍‌ ଚିହ୍ନଟ – ସବୁ ଜଗତସିଂହପୁରର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର। ଏହାସହ ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏନେଇ ଟୁଇଟ କରି...

କରୋନା ମୁକ୍ତ ହେଲା ଜଗତସିଂହପୁର, ସମସ୍ତ ୫ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା। ସୋମବାର ଜିଲ୍ଲାର ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍...

ରାଜ୍ୟରେ ଆଉ ୩ ନୂଆ କରୋନା ପଜିଟିଭ୍ – ବାଲେଶ୍ୱରରୁ ୨, ଜଗତସିଂହପୁରର ଜଣେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଚିହ୍ନଟ ହେଲେ ଆଉ ତିନିଜଣ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି। ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ବାଲେଶ୍ୱର...

ରେଡ୍ ଜୋନରେ ଗଞ୍ଜାମ – ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ୍ ଘୋଷିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ...

ଆଉ ୫ କରୋନା ଆକ୍ରାନ୍ତ – ଜଗତସିଂହପୁରରୁ ୪, କେନ୍ଦ୍ରାପଡ଼ାରୁ ୧

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ଜଗତସିଂହପୁର ଜିଲ୍ଲା ଛୁଇଁଛି। ଏକାଥରକେ ୪ କରୋନା ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଜଗତସିଂହପୁରର ଚାରି ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ...

ଜଗତସିଂହପୁର ସିଡିଏମ୍ ଏବଂ ପିଏଚ୍ଓଙ୍କ ଅଧୀନରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହପୁର ସିଡିଏମ୍ ଏବଂ ପିଏଚ୍ଓଙ୍କ ଅଧୀନରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ ଆଦି ବିଭିନ୍ନ ପଦବୀରେ ସମୁଦାୟ ୧୭୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ...

ପାରାଦୀପ ବନ୍ଦରରେ ସେକ୍ରେଟାରି ପଦବୀ ପାଇଁ ନିଯୁକ୍ତିଁ: ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପ ବନ୍ଦର (ପାରାଦୀପ ପୋର୍ଟ ଟ୍ରଷ୍ଟ) ରେ ସେକ୍ରେଟାରି (ଏଚ୍‌ଓଡି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଯୋଗ୍ୟତା: ୟୁନିଭର୍ସିଟି ଡିଗ୍ରୀ...