ଜଗତସିଂହପୁର: ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜିଅନ୍ତା ଜାଳିଦେଲେ!

ଓଡ଼ିଶାଲାଇଭ ବ୍ୟୁରୋ ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳି ଦେଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତର୍ଗତ ଦାଆଗାଁ ସ୍କୁଲ ଭିତରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ...

ଜଗତସିଂହପୁର: ଶ୍ଵାସରୁଦ୍ଧ ହୋଇ ଟାଙ୍କିରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ପାଇଖାନା ଟାଙ୍କିରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ। ଶ୍ରମିକ ଦୁଇ ଜଣ ହେଲେ ପ୍ରକାଶ ବାରିକ ଓ ରାଜୁ ଭୋଇ। ଏକ ନିର୍ମାଣଧିନ ପାଇଖାନା ଟାଙ୍କିରେ କାମ କରିଥିବା ବେଳେ ଏଭଳି...

ନର୍ସ ନିହାରିକା ହତ୍ୟା ମାମଲା – ରାଜାକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ନର୍ସ ନିହାରିକା ହତ୍ୟା ମାମଲାରେ ହତ୍ୟାକାରୀ ରାଜାକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି। ରାଜାକୁ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟ ବିରିଡ଼ି ପୋଲିସକୁ ଅନୁମତି ଦେଇଛନ୍ତି। ନର୍ସ ନିହାରିକାକୁ...

ବିଶ୍ୱାସଘାତକ ବୟଫ୍ରେଣ୍ଡ ରାଜାର ନୂଆ ଠିକଣା ଆଳିପିଙ୍ଗଳ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେମିକ ରାଜା ପାଲଟିଲା ସଇତାନ। ପ୍ରେମିକା ନିହାରିକାକୁ ହତ୍ୟା କରି ଏବେ ଜେଲ୍‌ରେ। ମାମୁ ଘର ବିରିଡିରେ ରହି ପାଠ ପଢ଼ିବା ବେଳେ ରାଜାକୁ ଭଲ ପାଇଥିଲା ନିହାରିକା। ପାଠ ଶେଷ ହେବା...

ନିହାରିକା ହତ୍ୟାକାଣ୍ଡ, ଜେଲ ଗଲା ବୟଫ୍ରେଣ୍ଡ ରାଜା

ଓଡ଼ିଶାଲାଇଭ ବ୍ୟୁରୋ ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଜେଲ ପଠାଯାଇଛି। ଗିରଫ ହେବା ପରେ ରାଜା ଜାମିନ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିଲା। ହେଲେ କୋର୍ଟ ଜାମିନ...

କାହିଁକି ନର୍ସ ନିହାରିକାଙ୍କୁ ହତ୍ୟା କଲା ରାଜା? ଜଗତ୍‌ସିଂହପୁର ଏସ୍‌ପି କହିଲେ ପୂରା କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନର୍ସ ନିହାରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛି ଜଗତ୍‌ସିଂହପୁର ପୋଲିସ। ଏସ୍‌ପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପୂରା କାହାଣୀ ବଖାଣିଛନ୍ତି। କାହିଁକି, କିଏ ଏବଂ...

ସ୍ପଷ୍ଟ କଲେ ଜଗତସିଂହପୁର ଏସପି – ‘ରାଜା ହିଁ ନିହାରିକାର ହତ୍ୟାକାରୀ’

ଓଡ଼ିଶାଲାଇଭ ବ୍ୟୁରୋ ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ। ନିହାରିକାକୁ ବୟଫ୍ରେଣ୍ଡ ରାଜା ହତ୍ୟା କରିଛି। ଏକଥାକୁ ସାମ୍ଵାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସପି ଆର ପ୍ରକାଶ। ଗତ...

ନର୍ସ ନିହାରିକାକୁ ହତ୍ୟା କଲା କିଏ? ଜଗତସିଂହପୁର ପୋଲିସ କରିବ ଖୁଲାସା

ଓଡ଼ିଶାଲାଇଭ ବ୍ୟୁରୋ ସମୟ ଗଡୁଛି ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି। ନର୍ସ ନିହାରିକା ପାତ୍ରଙ୍କୁ ହତ୍ୟା କଲା କିଏ? ବୟଫ୍ରେଣ୍ଡ ରାଜା, ନା ତାଙ୍କ ବନ୍ଧୁ? ତେବେ ଏସବୁ ତମାମ ପ୍ରଶ୍ନର ଖୁଲାସା କରିବ...

ଖୋଲିବ ନର୍ସ ନିହାରିକା ହତ୍ୟା ପଛର ଗୁମର: ଆତ୍ମସମର୍ପଣ କଲା ବୟଫ୍ରେଣ୍ଡ ରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ନର୍ସ ନିହାରିକା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲ ଜଗତସିଂହ ପୁର ବିରିଡ଼ି ଥାନା ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ରାଜାର...

ବିଲୁଆଖାଇ ନଦୀ ପଠାରୁ ମିଳିଥିବା ଶବ ନିହାରିକା ନା ଆଉ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହ ପୁର ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ମିଳିଥିବା ଶବକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହି ହାତ ଗୋଡ଼ ବନ୍ଧା ଶବଟି ମିଳିବା ପରେ ଏହା ନର୍ସ ନିହାରିକା ବୋଲି...