ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କ୍ରାଇମବ୍ରାଞ୍ଚ ଚାର୍ଜସିଟ ଆଧାରରେ ଗୋପାଳଙ୍କ ବିରୋଧରେ ଚାର୍ଜଫ୍ରେମ ଅକ୍ଟୋବର ୫ ତାରିଖରେ ହେବ ମାମଲାର...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର ସ୍ଥାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର (ଡାଇଗ୍ନୋଷ୍ଟିକ ସେଣ୍ଟର) ପ୍ରତିଷ୍ଠା କରାଯାଇଛି। ଝାରସୁଗୁଡ଼ା ଓ ଲଇକେରାରେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ଦୁଇଟିର ନିର୍ମାଣ କରାଯାଇଛି। ଏହା...

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ସିଡିପିଓ ସରୋଜିନୀ ଏକ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଝାରସୁଗୁଡ଼ା (ଅର୍ବାନ) ସିଡିପିଓ ସରୋଜିନୀ ଏକ୍କା। ଶନିବାର ଦିନ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍। ଗତ ୪ ମାସର...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ଚିକିତ୍ସାକୁ ନେଇ ସନ୍ଦେହ ବଢ଼ାଇଲା ଓପିଡି ଟିକେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନି। ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା କି...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବୁଧବାର ଦିନ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି। କଟକ ଚୌଦ୍ଵାର ଜେଲରୁ କଡ଼ା ସୁରକ୍ଷା ବଳୟ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ‘ଆର୍ଟଶାଳା’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ‘ଆର୍ଟଶାଳା’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଝାରସୁଗୁଡ଼ାର ପୂର୍ଣ୍ଣା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏହି...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଝାରସୁଗୁଡ଼ାର ୧୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। କମ୍ପାନି ପକ୍ଷରୁ ଚାଲୁଥିବା ‘ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନର...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନୀ ଉତ୍ସବ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ବେଦାନ୍ତ ମିଡୋଜ୍ ସ୍ଥିତ ନିଜର ଟାଉନସିପରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନ ଓ ଅଭିଷେକ ଉତ୍ସବ ପାଳନ କରାଯାଇଛି। ଏହି ସମାରୋହରେ ଓଡ଼ିଶା ଶିଳ୍ପ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ୫୫୦ ଟିବି ରୋଗୀଙ୍କୁ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଟିବି ମୁକ୍ତ କାର୍ଯ୍ୟକ୍ରମ 'ନିକ୍ଷୟ ମିତ୍ର'ର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ କରାଯାଇଛି। କେନ୍ଦ୍ର ସରକାରଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ କମ୍ପାନି ପକ୍ଷରୁ...

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ କମ୍ପାନି ପରିସରରେ ପ୍ରତିଷ୍ଠା ହେଲା ‘ବଟରଫ୍ଲାଏ ପାର୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଜର ଝାରସୁଗୁଡ଼ା ସ୍ଥିତ କମ୍ପାନି ପରିସରରେ ଏକ ‘ବଟରଫ୍ଲାଏ ପାର୍କ’ ପ୍ରତିଷ୍ଠା କରାଯାଇଛି। ଏହି ପାର୍କରେ ୩୦ରୁ ଅଧିକ ବିରଳ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ମିଳିବ। ପ୍ରଜାପତିମାନଙ୍କୁ...