କଳାହାଣ୍ଡି: ନର୍ଲାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ୩ ବିଜେଡି ବିଧାୟକଙ୍କୁ ଯୁବ କଂଗ୍ରେସର ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ମଙ୍ଗଳବାର ଦିନ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ୩ ଜଣ ବିଜେଡି ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କର୍ମୀ।
କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ...
ଭୁବନେଶ୍ଵରରୁ କଳାହାଣ୍ଡିର ଉତ୍କେଲାକୁ ଉଡ଼ିଲା ପ୍ରଥମ ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ଉତ୍କେଲା ବିମାନ ବନ୍ଦରକୁ ଆରମ୍ଭ ହେଲା ବିମାନ ସେବା। ଗୁରୁବାର ସକାଳ ୧୧ଟା ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉତ୍କେଲାକୁ ଉଡ଼ିଛି ପ୍ରଥମ...
କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ଜଙ୍ଗଲରେ...
କନ୍ଧମାଳ: ଲୁଟ୍ର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଠାବ, ୬ ଗିରଫ, ୧୭.୫ ଲକ୍ଷ ଟଙ୍କା ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଲୁଟର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛନ୍ତି କନ୍ଧମାଳ ଓ କଳାହାଣ୍ଡି ପୋଲିସ।
କନ୍ଧମାଳ ଏବଂ କଳାହାଣ୍ଡି...
କଣ୍ଟାବାଞ୍ଜି ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍: ସାଇବର୍ ବିଶେଷଜ୍ଞ, ଫଟୋ ବ୍ୟୁରୋ ଓ ଫରେନସିକ୍ ଟିମ୍ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପୋଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲ୍ଲିକଙ୍କ...
ଗୋବିନ୍ଦ ସାହୁ ମୃତ୍ୟୁ: ଦିନେ ହତ୍ୟା ଷଡ଼ଯନ୍ତ୍ର କରିଥିଲା, ଆଜି ନିଜେ ମୃତ୍ୟୁ ଶଯ୍ୟାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୧ ମସିହାରେ ସାରା ରାଜ୍ୟକୁ ହଲଚଲ୍ କରିଥିଲା ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝର୍ନି ଗାଁର ହେଉଛନ୍ତି ମମିତା। ସେ କଳାହା଼ଣ୍ଡି ଜିଲ୍ଲା ମହାଲିଙ୍ଗା ସନସାଇନ୍ ଇଂଲିଶ...
ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ...
ମମିତା ମେହେର ହତ୍ୟା ଘଟଣା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଗୁରୁବାର ଦିନ କଣ୍ଟାବାଞ୍ଜି ପୋଲିସ୍ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ ଯୁକ୍ତ ୨ କଲେଜ ଅଧ୍ୟକ୍ଷ...
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରକ୍ତମୁଖା ହୋଇଉଠିଛି ଲାଲବାହିନୀ। ନିଜର ସକ୍ରିୟତାକୁ ଯାହିର କରିବାକୁ ଯାଇ ଏବେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ସହ ଲାଇଣ୍ଡମାଇନ ଖଞ୍ଜିବା ଆରମ୍ଭ କରିଛନ୍ତି...
ମମିତା ମେହେରଙ୍କୁ କାର୍ ଭିତରେ ହତ୍ୟା କରିଛନ୍ତି ଗୋବିନ୍ଦ ସାହୁ – ଉତ୍ତରାଞ୍ଚଳ ଡିଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡିସ୍ଥିତ ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଏବଂ ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସେହି ସ୍କୁଲର ସଭାପତି ଗୋବିନ୍ଦ...



















