ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଫୁଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ ଇଫୁ ଡାକ୍ତର ହେବେ କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। ତାଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାର...

ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମହିଳା ମାଓବାଦୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଚ୍ଛାପଡ଼ା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲରେ ମଙ୍ଗଲବାର ଯବାନ ଓ ମାଓବଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି। ଏଥିରେ...

ଫୁଲବାଣୀ ସରକାରୀ ଆଇଟିଆଇରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ସରକାରୀ ଆଇଟିଆଇ ପରିସରରେ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ କଲେଜ ଛାତ୍ରଛାତ୍ରୀ...

ଫୁଲବାଣୀ: ପର୍ଯ୍ୟଟକଙ୍କ କାର ଧକ୍କାରେ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରିକୁଟି ହାଇସ୍କୁଲ ନିକଟ ଡୁଡୁବାଡ଼ି ପୋଲ ଉପରେ...

ଯକ୍ଷ୍ମା ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍‍ ଫାଉଣ୍ଡେସନ୍‍

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’।...

ବନ୍ଧୁକ ଛାଡ଼ି ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କାଲି ଯେଉଁ ହାତରେ ବନ୍ଧୁକ ଧରୁଥିଲେ ଆଜି ସେ ହାତରେ ମେହେନ୍ଦି ଲାଗିଛି। ଦିନେ ଦୁର୍ଦ୍ଦାନ୍ତ ମାଓବାଦୀ ଭାବେ ପରିଚିତ ଥିବା ନନ୍ଦିନୀ ଏବଂ କରୁଣାଙ୍କୁ ଆଜି...

ଖସୁଛି ପାରଦ, ଥରୁଛି କନ୍ଧମାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳରେ ଦିନକୁ ଦିନ ପାରଦ ଖସୁଥିବାରୁ ପ୍ରବଳ ଶୀତରେ ଥରୁଛନ୍ତି ଜିଲ୍ଲାବାସୀ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକେ ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ନିଆଁ...

ରାଜ୍ୟରେ ବଢୁଛି ଶୀତର ପ୍ରକୋପ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବଢୁଛି ଶୀତର ପ୍ରକୋପ। କୁହୁଡ଼ି ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। କନ୍ଧମାଳ...

ଏଥର ଶୀତରେ ବୁଲି ଯାଆନ୍ତୁ ଦାରିଙ୍ଗବାଡ଼ି – ମିଳିବ ନିଆରା ଅନୁଭୂତି

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ଶୀତଦିନେ ଲୋକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଯିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି କୁଆଡ଼େ ଯିବାପାଇଁ ଚିନ୍ତା କରୁଛନ୍ତି, ତେବେ ଦାରିଙ୍ଗବାଡ଼ି ଏକ ଭଲ ବିକଳ୍ପ ହେବ। କାରଣ...