କନ୍ଧମାଳ: ଲୁଟ୍‌ର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଠାବ, ୬ ଗିରଫ, ୧୭.୫ ଲକ୍ଷ ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଲୁଟର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛନ୍ତି କନ୍ଧମାଳ ଓ କଳାହାଣ୍ଡି ପୋଲିସ। କନ୍ଧମାଳ ଏବଂ କଳାହାଣ୍ଡି...

କନ୍ଧମାଳ: ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବଟିମୁଣ୍ଡା ଗ୍ରାମରେ ଭାରତୀୟ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ...

କନ୍ଧମାଳ: ଗୋଛାପଡ଼ା ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ଵାସ୍ଥ୍ୟ...

କନ୍ଧମାଳ ଜଙ୍ଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଞ୍ଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ ୮ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି।...

ଫୁଲବାଣୀ: ମିଗୁନପଦରରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି...

କନ୍ଧମାଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ଆକର୍ଷଣ ପାଲଟିଲା ନାଟକ ‘ଆମେ କଣ୍ଢେଇ ନୋହୁଁ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କନ୍ଧମାଳ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଉଛି ବିଭିନ୍ନ କାର୍ଯ୍ୟକ୍ରମ। ନାଚ, ଗୀତ ଏବଂ ନାକଟ ଦେଖିବାକୁ ଲୋକଙ୍କ...

ଫୁଲବାଣୀ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲିପୁନ ନାଏକକୁ...

ଫୁଲବାଣୀ ଶିଶୁ କନ୍ୟା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ଦୋଷୀ ବିରୋଧରେ ସଜା ଶୁଣାଇଛନ୍ତି ଫୁଲବାଣୀ ପକ୍ସୋ କୋର୍ଟ। ପକ୍ସୋ କୋର୍ଟର ସ୍ୱତନ୍ତ୍ର...

କୋଟଗଡ଼ରେ ମାଓବାଦୀଙ୍କ ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର...

ଜି.ଉଦୟଗିରି ସବୁଠୁ ଥଣ୍ଡା ସହର, ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ। ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।...