ମୁଣ୍ଡରେ ଝୁଣା ପୋଡ଼ି ମା’ଙ୍କୁ କରାଯାଏ ଆରାଧନା, ଦୁର୍ଗାପୂଜାରେ ରହିଛି ଏପରି ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ମୁଣ୍ଡ ଉପରେ ନିଆଁ ଜାଳି ଝୁଣା ଧୂଆଁରେ ମା'ଙ୍କୁ କରାଯାଏ ଆରାଧନା।
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ...
କେନ୍ଦ୍ରାପଡ଼ା: ନିଆରା ପରମ୍ପରା – ପୋଲିସ ଓ ଜନସାଧାରଣ ମିଶି କରନ୍ତି ରାମାଭିଷେକ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗାପୂଜା।
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୋଲିସର ନାଲି ଆଖିକୁ ଭିନ୍ନ ଢଙ୍ଗରେ...
କେନ୍ଦ୍ରାପଡ଼ା: ବିନା ଭକ୍ତରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା, ନାହିଁ ସାଜସଜ୍ଜା
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା। କିନ୍ତୁ ଚାରିଆଡେ ଖାଁଖାଁ ପରିବେଶ। ଆଲୋକର ସାଜସଜ୍ଜା ନାହିଁ କି ତୋରଣରେ ସଜେଇ ହୋଇନି ପୂଜା ମଣ୍ଡପ। କେନ୍ଦ୍ରାପଡ଼ା...
କେନ୍ଦ୍ରାପଡ଼ା: ଅସରାଏ ବର୍ଷାରେ ଥାନା ସାମ୍ନାରେ ଆଣ୍ଠୁଏ କାଦୁଅ, ଯା’ ଆସ କରିପାରୁନାହାନ୍ତି ପୋଲିସ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅସରାଏ ବର୍ଷା ହେଲେ ଥାନା ସାମ୍ନାରେ ଆଣ୍ଠୁଏ କାଦୁଅ ଆଉ ପୋଲିସ ବାବୁ ଏଠି ହଟହଟା। ଥାନା ଭିତରୁ ବାହାରକୁ ଆସିବାକୁ ହେଲେ ଆଣ୍ଠୁଏ କାଦୁଅରେ ଦେଢ଼...
ଜୀବନ ବଦଳାଇଦେଲା ‘ସ୍ୱାଭିମାନ‘ – ଅଭାବରୁ ମୁକୁଳି ଦିବ୍ୟାଙ୍ଗ ବିଭୂତି ପାଲଟିଗଲେ ସଫଳ ଧୂପକାଠି ବ୍ୟବସାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭୂତି ଦିବ୍ୟାଙ୍ଗ ଥିଲେ। ପରିବାରରେ ଅଭାବ ଥିଲା। କିନ୍ତୁ ସରକାରଙ୍କ ‘ସ୍ୱାଭିମାନ’ ଯୋଜନା ତାଙ୍କ ଜୀବନ ବଦଳାଇଦେଲା। ସେ ପାଲଟିଗଲେ ସଫଳ ଧୂପକାଠି ବ୍ୟବସାୟୀ।
ଦିବ୍ୟାଙ୍ଗମାନେ ସ୍ୱାବଲମ୍ବୀ ହେବେ। ପରିବାର ଉପରେ ଆଉ...
କେନ୍ଦ୍ରାପଡ଼ା: ମଧୁଶ୍ମିତା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ, ଦାଦାର ଚାପୁଡାରେ ଟଳିପଡିଥିଲା ୪ ବର୍ଷର ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାର କୁନି ଝିଅ ମଧୁଶ୍ମିତା ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ଦାଦାର ଚୋରାମଦ ବେପାର ସମ୍ପର୍କରେ ପୋଲିସକୁ କହିଦେଇଥିବାରୁ ନିଜ ଝିଆରୀକୁ ଦାଦା ହତ୍ୟା କରିଥିବା ମଙ୍ଗଳବାର...
ଆଜିଠାରୁ ୨୪ ଘଣ୍ଟିଆ ଖୋଲିଲା ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦୀର୍ଘ ୭ ମାସ ପ୍ରତିକ୍ଷା ପରେ ସୋମବାର ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଖୋଲିଛନ୍ତି ବନ କର୍ତ୍ତୃପକ୍ଷ। ପ୍ରଥମ ଦିନରେ କରୋନା...
କେନ୍ଦ୍ରାପଡ଼ା: ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ...
ଅକ୍ଟୋବର ୧୯ରୁ ଦିନ ବେଳା ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ମାନିବାକୁ ପଡ଼ିବ କଡ଼ା ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୯ରୁ ଦିନ ବେଳା ବୁଲିବାକୁ ଆସିପାରିବେ ପର୍ଯ୍ୟଟକ
ଜାରି ହେଲା କଡ଼ା ଏସ୍ଓପି
ଦିନକୁ ୫୦୦ ପର୍ଯ୍ୟଟକ ଆସିପାରିବେ
ଥଣ୍ଡା, କାଶ, ଜ୍ଵର ଥିଲେ ଆସିବା ମନା
ସାମାଜିକ...
କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପଦ ବିବାଦ: ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନ୍ତରୀଣ ଦାୟିତ୍ଵ ଦେବାକୁ ଉଚ୍ଚଶିକ୍ଷା...
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ଲାଗିରହିଥିବା ବିବାଦର ଅନ୍ତ ଘଟିଛି। ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେବାପରଠାରୁ ପରବର୍ତ୍ତୀ ପରିଷଦ...





















