ଭୁଜାଲିରେ ଆକ୍ରମଣ କରି ଡକାୟତି ଘଟଣା – କେନ୍ଦ୍ରାପଡ଼ା ଏସ୍ପିଙ୍କ ନେତୃତ୍ଵରେ ଉଚ୍ଚସ୍ତରୀୟ ତଦନ୍ତ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କୁସୁନୁପୁର ଗାଁରେ ଗତକାଲି ରାତିରେ ହୋଇଥିବା ଡକାୟତି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। କେନ୍ଦ୍ରାପଡ଼ା ଏସ୍ପିଙ୍କ ନେତୃତ୍ଵରେ ତଦନ୍ତ ଚାଲିଛି।...
କେନ୍ଦ୍ରାପଡ଼ାରେ ମା-ଝିଅଙ୍କ ମୃତ୍ୟୁ ଘଟଣା – ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ମାଣପଡ଼ା ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ବଡ଼ ଝିଅଙ୍କ ମୃତଦେହ ମିଳିବା ଘଟଣାରେ ଆଜି ନୂଆ ମୋଡ଼ ଆସିଛି।...
ଘରେ ପଶି ଲୁଟି ନେଲେ ସୁନା ଓ ଟଙ୍କା, ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନୁପୁର ଗାଁରେ ରବିବାର ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ଗାଁର ଦୁଇ ଜଣଙ୍କ ଘରେ ପଶି କଳାକନା...
କେନ୍ଦ୍ରାପଡ଼ା: ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ମା’-ଝିଅଙ୍କ ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁରେ ଏଭଳି ଏକ ଅଭାବନୀୟ...
ବିପଦରେ ଗହୀରମଥା – ଅଲିଭରିଡଲେଙ୍କ ପାଇଁ ଘାତକ ସାଜିପାରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିପଦରେ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା।
ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
ଅଚଳ ହୋଇ ପଡ଼ିଛି ବନବିଭାଗର ସ୍ପିଡ୍ ବୋଟ୍ ଓ ଟ୍ରଲର
ଟ୍ରଲର...
କେନ୍ଦ୍ରାପଡ଼ା: ୧୫୦ ଲିଟର ବିଦେଶୀ ମଦ ଜବତ, ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ବତୀଘର ପଞ୍ଚାୟତ ଅଧୀନରେ ଥିବା ବରକୋଳିଖଳା ଗାଁରୁ ୧୫୦ ଲିଟର ବିଦେଶୀ ମଦ ଜବତ କରିଛି ଜମ୍ବୁ ସାମୂଦ୍ରିକ...
କେନ୍ଦ୍ରାପଡ଼ାରେ ବନ୍ୟା କ୍ଷୟକ୍ଷତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଓଡ଼ିଶାରେ ବନ୍ୟା ବିପର୍ଯ୍ୟୟର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ବୁଧବାର କେନ୍ଦ୍ରାପଡ଼ାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି। ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ...
କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆରପାରିରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ। ମଙ୍ଗଳବାର ବିଳମ୍ଵିତ ରାତିରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।
ଜିଲ୍ଲା ରାଜନୀତିରେ ଜଣେ ଆଗଧାଡ଼ିର ଯୁବ ନେତା ଥିଲେ...
କେନ୍ଦ୍ରପଡ଼ା: ଶ୍ରମିକ ଚାଲାଣ ମାମଲାରେ ୫ ଦଲାଲଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବନ୍ଧାହେଲେ ୫ ଶ୍ରମିକ ଦଲାଲ୍। ଉଚ୍ଚ ଦରମାରେ ଚାକିରିର ପ୍ରଲୋଭନ ଦେଖାଇ ବେଆଇନ ଭାବେ ଶ୍ରମିକ ଚାଲାଣ କରିବା ଏବଂ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ରବିବାର...
କେନ୍ଦ୍ରାପଡ଼ା: ଜିଲ୍ଲାରେ ଚାଲିଛି ବେଆଇନ ଶ୍ରମିକ ଚାଲାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତାଲାବନ୍ଦ ଖୋଲିବାପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତିଛନ୍ତି ଶ୍ରମିକ ଦଲାଲ। ଚାକିରି କରେଇଦେବା ଆଶାରେ ନେଉଛନ୍ତି ସାକ୍ଷାତକାର। ଯେଉଁଠାରେ କୋଭିଡ ନିୟମକୁ ଫୁ କରି ଶହ ଶହ ଶ୍ରମିକ...





















