ଅମ୍ପନ ବାତ୍ୟା ବେଳେ କେନ୍ଦ୍ରାପଡ଼ାରେ ୨ ମହିଳାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମ୍ପନ ଝଡ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଜଣେ ରାଜନଗର ବ୍ଲକ ବଗପାଟିଆ ଗାଁର ୭୦ ବର୍ଷିୟା ବୃଦ୍ଧା କୋଇଲି ବେହେରା ଓ ଅନ୍ୟ ଜଣେ ବତୀଘର...

ବିପଦର ବନ୍ଧୁ ସାଜିଲା କେନ୍ଦ୍ରାପଡ଼ା ପୋଲିସ – ବାତ୍ୟା ବେଳେ ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ବେଳେ ମଣିଷ ପଣିଆର ବାର୍ତ୍ତା ଦେଇଛି କେନ୍ଦ୍ରାପଡ଼ା ପୋଲିସ। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅନେକ ସମୟରେ ପୋଲିସର ନିଷ୍ଠୁରତା ପାଇଁ ପୋଲିସ ଉପରୁ ଲୋକେ ଭରସା ତୁଟାଇ ଦେବାର ନଜିର...

କେନ୍ଦ୍ରାପଡ଼ା: ପ୍ରସୂତିଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ଦମକଳ ଗାଡ଼ିରେ ଛୁଆ ଜନ୍ମ କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେତେବେଳେ କମ୍ପନ କରୁଥିଲା ସେତେବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଭଲ କାମ କରି ପ୍ରଶଂସା ସାଉଁଟିଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସ୍ତାରୁ ୨୨ଟି ଗଛ କାଟି...

ଅମ୍ପନ ପ୍ରଭାବ – କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ଗାଁରେ ପଶିଲା ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ାରେ ସ୍ଥିତି ବେହାଲ ହୋଇଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକରେ ପାଟ୍ଟଶାଳା ନଦୀର ପାଣି ବନ୍ଧ ଡେଇଁ ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ପଶିଯିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁର...

ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ମାସ୍କ ପିନ୍ଧିବା ଦ୍ୱାରା ଲୋକେ କରୋନାର ମୁକାବିଲା...

କେନ୍ଦ୍ରାପଡ଼ାରେ ବାତ୍ୟା ଅମ୍ପନର ସ୍ଥିତି ସମୀକ୍ଷା କଲେ ଶିଳ୍ପ ସଚିବ ଓ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଅମ୍ପନ ପ୍ରଭାବ ପକାଇବାର ସମ୍ଭାବନା ଥିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସମୁଦ୍ର କୂଳିଆ ଅଞ୍ଚଳରେ ସ୍ଥିତି କେମିତି ଅଛି ତାହା ଆଜି ସମୀକ୍ଷା କରିଛନ୍ତି...

ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ପ୍ରସ୍ତୁତ – ଜାଲ, ଡଙ୍ଗାକୁ ସୁରକ୍ଷିତ ରଖୁଛନ୍ତି ମତ୍ସଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନକୁ ନେଇ କେନ୍ଦ୍ରାପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି। ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟାକୁ ଦୃଷ୍ଟିରେ ରଖି ମାଛଧରା ଉପରେ ରୋକ ଲଗାଇଛି ପ୍ରଶାସନ।...

ଅମ୍ପନ ମୁକାବିଲା – ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଧୀରେ ଧୀରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତତ୍‌ପରତା ଦେଖାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ମଙ୍ଗଳବାର ଜିଲ୍ଲାପାଳ ସମର୍ଥ...

କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୋଟିଏ ଦିନରେ ଫେରିଲେ ୨,୨୨୯ ପ୍ରବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି। ସେଥିପାଇଁ ମଙ୍ଗଳବାର ଗୋଟିଏ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୨,୨୨୯ ଜଣ ପ୍ରବାସୀ...

ବାତ୍ୟା ଅମ୍ପନ ପାଇଁ କେନ୍ଦ୍ରାପଡ଼ା ରାଜନଗର ବ୍ଲକରୁ ସ୍ଥାନାନ୍ତର ହେଲେ ୬୦୦ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ଭାବ୍ୟ ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ମାଡ଼ି ଆସୁଛି ବାତ୍ୟା ଅମ୍ପନ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି...