କେନ୍ଦ୍ରାପଡ଼ା ବିକାଶ ପାଇଁ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର, ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶରେ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ କରିଛି କଂଗ୍ରେସ। ଜିଲ୍ଲାର ବିକାଶ ପାଇଁ ସରକାର...

ଛାତ୍ରଙ୍କ ମାଟ୍ରିକ ଆଡ୍‌ମିଟ କାର୍ଡରେ ତ୍ରୁଟି, ଦୋଷ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ପ୍ରଧାନ ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ମଣ୍ଟୁ ମଳିକ। ଆଡମିଟ କାର୍ଡ ବି ଆସିଛି। ଆଡମିଟ କାର୍ଡରେ ମଣ୍ଟୁଙ୍କର ଫଟୋ ମଧ୍ୟ ରହିଛି। ଆଡମିଟ କାର୍ଡରେ...

ଭିତରକନିକା ମହୋତ୍ସବ ଉଦଘାଟିତ –  ପର୍ଯ୍ୟଟନ ମନ୍ତ୍ରୀ କହିଲେ ଭିତରକନିକା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକା ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା। ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଫେବ୍ରୁଆରି ୧୬ ଯାଏଁ ଚାଲିବ। ସାଜସଜ୍ଜା, ଆଲୋକମାଳା, ମାଳମାଳ...

ପୁଣି କାଳ ସାଜିଲା ବିଦ୍ୟୁତ ତାର – ଜଳିଗଲେ ଡମ୍ପର ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ବିଦ୍ୟୁତ ତାର ନେଲା ଡମ୍ପର ଡ୍ରାଇଭରଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତିଆପାଳ ଗାଁରେ ଏହି ଅଘଟଣ ଘଟିଛି। ଶନିବାର ସକାଳେ ତନ୍ତିଆପାଳ ଗାଁ ରାସ୍ତା ଦେଇ ବାଲି...

କେନ୍ଦ୍ରାପଡ଼ାରେ ଧସିଗଲା ନିର୍ମାଣଧିନ ରେଳ ଲାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦବିଗଲା ନିର୍ମାଣଧିନ ରେଳ ଲାଇନ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ନିର୍ମାଣଧିନ ପାରାଦୀପ-ହରିଦାସପୁର ରେଳଲାଇନ ଦବିଯାଇଛି। ଫଳରେ ରେଳ ଲାଇନ ନିକଟରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ...

କଲେଜ ପଡ଼ିଆରେ କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଲେଜ ପଡ଼ିଆରେ କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଛାତ୍ରଙ୍କ ଜୀବନ। ସୋମବାର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ଛାତ୍ର ଜଣକ ହେଲେ ଡେରାବିଶ ବ୍ଲକର ନୂଆଗାଁ...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଏକ ଅଜଣା ଟ୍ରକ। ଫଳରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।...

ଭିତରକନିକା ବୁଲିଲେ, ସ୍ଥିତି ସମୀକ୍ଷା କଲେ 5-T ସଚିବ ଭିକେ ପାଣ୍ଡିଆନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଗସ୍ତ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍‌। ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର...

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସର ତଥ୍ୟ ଅନୁସନ୍ଧାନୀ ଦଳ। ଏହି ରହସ୍ୟଜନକ ମୃତ୍ୟୁରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରଦା...

ସୂଚନା ଅଧିକାର ରଞ୍ଜନ ଦାସ ମୃତ୍ୟୁ ମାମଲା – ପୋଲିସ ତଦନ୍ତ କରୁନଥିବା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ହତ୍ୟାକାଣ୍ଡକୁ ୫ ଦିନ ବିତିଥିଲେ ବି ପୋଲିସ ଏପର୍ଯ୍ୟନ୍ତ ତଦନ୍ତ କରୁନି...