କାର୍‌ ଧକ୍କାରେ ଚାଲିଗଲା ମା’ର ଜୀବନ, ଝିଅ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍‌ ଧକ୍କାରେ ମା’ର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଭାବେ ଆହତ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍‌ଏଚ୍‌ ୧୬ ସୁବୁଦ୍ଧିପାଟଣା ଛକରେ। ମା’,...

ଖୋର୍ଦ୍ଧାରେ ଖୋଲିଲା ସ୍ଵତନ୍ତ୍ର ମହିଳା କୋର୍ଟ  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାରେ ଉଦ୍‌ଘାଟନ ହେଲା ସ୍ଵତନ୍ତ୍ର ମହିଳା ଫୌଜଦାରୀ ଓ ଦେଓ୍ଵାନୀ କୋର୍ଟ। ଏହାକୁ ଉଦ୍‌ଘାଟନ କରିଥିଲେ ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୟ କୁମାର ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌...

ଟାଙ୍ଗୀ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ରାମେଶ୍ୱର ଛକ ମଲାଗୁଣି ନଦୀ ନିକଟରୁ ଶୁକ୍ରବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ବନ...

ବିଚ୍‌ ରାସ୍ତାରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ଅନ୍ତର୍ଗତ ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ୍‌ ଅବସ୍ଥାରେ ରାସ୍ତା ଉପରେ ପଡ଼ି...

ଖୋର୍ଦ୍ଧା: ହାତୀ ଆକ୍ରମଣରେ ଜଣେ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ବଡ଼ପୋଖରିଆ ଅନ୍ତର୍ଗତ ଗୋପୀନାଥପୁର ଗାଁରେ ହାତୀ ଆତଙ୍କ। ସୋମବାର ହାତୀ ଆକ୍ରମଣରେ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାଁ ହେଉଛି ଦାଶରଥି ମାଝି। ଦାଶରଥି ଘରକୁ ଫେରୁଥିବା...

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ ବାବୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା: ରାଜ୍ୟ ସରକାର ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ 'ମୋ ସରକାର' ଏବଂ 5-T ଲାଗୁ କରିଛନ୍ତି। ହେଲେ ତାହାର ପ୍ରଭାବ ପୋଲିସ ବାବୁଙ୍କ ଉପରେ ପଡୁନାହିଁ।...

ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ନୌଚାଳନା ପ୍ରତିଯୋଗିତା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୪୦ ତମ ସ୍ୱର୍ଣ୍ଣକ୍ଷେତ୍ର ଉପଲକ୍ଷେ ଚିଲିକାରେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରବିବାର ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଇଥିଲେ। ଚଢ଼େଇଗୁହା ପାହାଡ଼ ନିକଟରେ ଆଇଏନ୍‌ଏସ୍‌...

ସି ଭି ରମଣ ଇଞ୍ଜିନିୟରିଂ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାସ୍ଥିତ ସି ଭି ରମଣ ଇଞ୍ଜିନିୟରିଂ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ http://recruitment.cvrgi.edu.in କୁ...

ବାଲୁଗାଁରେ ବୋଇତ ବନ୍ଦାଣ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ସାମ୍ରାଜ୍ୟ ସମୟରେ କଳିଙ୍ଗ ରାଷ୍ଟ୍ରର ସାଧବ ପୁଅମାନେ ଏହି ଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଦରିଆ ପାର ହୋଇ ସୁଦୂର ଦେଶ ବିଦେଶରେ କଳିଙ୍ଗ ସାମ୍ରାଜ୍ୟର ସାଧବ...

ମହମ୍ମଦଙ୍କ ଜନ୍ମଦିନ ଅବସରରେ ଜଟଣୀରେ ତାଜିଆ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା: ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରା କରି ଜଟଣୀ ସହର ପରିକ୍ରମା କରିଛନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକେମାନେ ସଜ୍ଜିତ ହୋଇଥିବା ୩୦ଟି ତାଜିଆ ଧରି ରାଜାବଜାରଠାରୁ ଆରମ୍ଭ...