କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଉପାନ୍ତ ଅଞ୍ଚଳରେ ସ୍ଵାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା...
ଜୟପୁରର ରକ୍ତ ଦାତା ମନୋହର – ମହାମାରୀ କାଳରେ ରକ୍ତ ଦେଇ ବଞ୍ଚାଉଛନ୍ତି ଅନେକ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ କାଳରେ ନିଜ ଜୀବନକୁ ବାଜି ଲଗାଇ ରକ୍ତ ଦାନ କରି ବଞ୍ଚାଉଛନ୍ତି ଅନେକ ଜୀବନ। ଏଥିସହ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବା ସହ ଅନ୍ୟମାନଙ୍କୁ ମଧ୍ୟ...
‘ଜାତୀୟ ଆଇସିଟି ଶିକ୍ଷକ ପୁରସ୍କାର’ – ଏକମାତ୍ର ଓଡ଼ିଆ ଭାବେ ସମ୍ମାନିତ ହେବେ ଜୟପୁରର ଓମ ପ୍ରକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଜାତୀୟ ସ୍ତରରେ ଚମକିଲେ ଜୟପୁରର ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମିଶ୍ର। ସର୍ବ ଭାରତୀୟ ସ୍ତରରେ ଆଇସିଟି ଶିକ୍ଷକ ପୁରସ୍କାର ପାଇଁ ୨୫ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି।...
କୋଟପାଡ଼ ବୁଣାକାରଙ୍କୁ କରୋନା ଛାଟ – ଲକଡାଉନ୍ ଯୋଗୁଁ ବିକ୍ରୀ ହୋଇପାରୁନି ବସ୍ତ୍ର, ଚିନ୍ତାରେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେବ ବୁଣାକାରମାନେ ହାତ ବାନ୍ଧି ବସିଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ ମିର୍ଗାନ ସାହିର ବୁଣାକାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ବିଶ୍ଵ ପ୍ରସିଦ୍ଧ ପ୍ରାକୃତିକ...
ଗାଁରେ ଆସୁନି ନେଟୱାର୍କ, ପାହାଡ଼ ଉପରେ ଚାଲିଛି ଅନଲାଇନ କ୍ଲାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁ ରେ ଆସୁନି ନେଟୱାର୍କ। ଗାଁଠାରୁ ଦୁଇ କିଲୋମିଟର ଦୂରକୁ ଯାଇ ପାହାଡ଼ ଉପରେ ଏବଂ ଗଛ ମୂଳେ ବସି ଅନଲାଇନ ଓ ୟୁଟ୍ୟୁବ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ...
ଜୟପୁର: ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସର ରାସ୍ତା ରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଚାଷୀଙ୍କ ସମସ୍ୟା ନେଇ ରାସ୍ତା ରୋକ କରିଥିଲା କଂଗ୍ରେସ। ଧାନର ଅଭାବି ବିକ୍ରି ଏବଂ ରବି ମଣ୍ତିରେ ବ୍ୟାପକ ଅନୀୟମିତତା ହେଉଥିବା ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ...
କୋରାପୁଟ: ପାରିବାରିକ କଳହରୁ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ୭ ବର୍ଷର ଶିଶୁ କନ୍ୟା ସମ୍ମୁଖରେ ନିଜ...
ଜୟପୁରକୁ ଅପରାଧମୁକ୍ତ କରିବା ପାଇଁ ପୋଲିସର ପଦକ୍ଷେପ – ୮ଟି ମାମଲାରେ ୧୬ ଜଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାର ଜୟପୁର ସହର ଓ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ଏବଂ ଲୁଟ୍ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏଣୁ ଜୟପୁରକୁ ଅପରାଧମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି...
କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପରେ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଗୁରୁବାରଠାରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଏଥିପାଇଁ ଆରଏମଆରସିର ଏକ ୧୦ ଜଣିଆ ଟିମ୍...
ଏବେବି କୋରାପୁଟର ଅନେକ ଗାଁରେ ପଶିପାରିନି କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ପ୍ରଥମ ଲହର ପରେ ଦ୍ଵିତୀୟ ଲହର ସଂକ୍ରମଣ ଥମିବାରେ ଲାଗିଲାଣି କିନ୍ତୁ ଏବେବି କୋରାପୁଟ ଜିଲ୍ଲାର ଅନେକ ଅଞ୍ଚଳରେ ପଶିପାରିନି ଅଦୃଶ୍ୟ କରୋନା ଭୂତାଣୁ। ଗାଁର କୌଣସି ବି ବ୍ୟକ୍ତି...





















