କୋରାପୁଟରେ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ସଚିବ ଜୟପୁରସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ସ୍ଵତନ୍ତ୍ର ବିମାନ ଯୋଗେ 5T ସଚିବ ଭିକେ...
କୋରାପୁଟ ଗସ୍ତରେ ପୋଲିସ ଡିଜି ଅଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଦିନିକିଆ ଗସ୍ତରେ କୋରାପୁଟ ଆସିଛନ୍ତି ପୋଲିସ ଡିଜି ଅଭୟ। ପ୍ରଥମେ ହେଲିପ୍ୟାଡରେ ପହଞ୍ଚି ଥିଲେ। ପରେ ଡିଆଇଜି ଅଫିସ ଯାଇ ଆଇନ ଶୃଙ୍ଖଳା ଓ କୋରାନା ପାଇଁ ରାଜ୍ୟ ସରକାରଙ୍କର...
ମହାରାଷ୍ଟ୍ରରେ ଖାଇବାକୁ ପାଉନଥିଲେ ଓଡ଼ିଆ ପରିବାର, ସାଂସଦଙ୍କ ଟୁଇଟ ପରେ ମିଳିଲା ସହାୟତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଟୁଇଟ୍ ପରେ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ପରିବାରଙ୍କୁ ମିଳିଲା ସହାୟତା। ମହାରାଷ୍ଟ୍ରର ଥାନେରେ ଫସିରହିଥିବା ଏହି ପରିବାରକୁ ମହାରାଷ୍ଟ୍ର...
କୋରାପୁଟ ଜିଲ୍ଲାରେ ଖୋଲିଲା ସ୍ୱତନ୍ତ୍ର କରୋନା ହସ୍ପିଟାଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=SG23aQ3G7fo]କୋରାପୁଟ ଜିଲ୍ଲାରେ ଉଦଘାଟିତ ହେଲା କରୋନା ହସ୍ପିଟାଲ। ୧୫୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦଘାଟନ୍ କରିଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟ...
ଆନ୍ଧ୍ରର ଚିଙ୍ଗୁଡି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନେ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଫାମ୍ପୁଣୀ ଗ୍ରାମର ବୋଲି ଜଣା ପଡିଛି। କରୋନା...
ବୈପାରୀଗୁଡ଼ାରେ କରୋନାକୁ ନେଇ ଗୁଜବ ପ୍ରଚାର – ଗିରଫ ହେଲେ ଯୁବକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାପୁଟ: କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗତ...
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି: ସୋମବାରଠାରୁ ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଏବଂ ରେଡିଓଗ୍ରୀଫର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା...
କୁନ୍ଦୁରା ଡକାୟତି ମାମଲା, ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: କୁନ୍ଦୁରା ଥାନା ବୁଦାଗୁଡା ଗ୍ରାମରେ ହୋଇଥିବା ଡକାୟତି ମାମଲାରେ ପୋଲିସ ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କ୍ରିଷ୍ଣା ପ୍ରସାଦ ଗୁପ୍ତାଙ୍କ ଘର କବାଟ ଭାଙ୍ଗି ତାଙ୍କ ପୁଅକୁ...
କରୋନା ପାଇଁ କୋରାପୁଟ ଜିଲ୍ଲା ପ୍ରସ୍ତୁତ – ଗଠନ ହେଲା ୨୪୪ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଜୟପୁର: କରୋନା ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ଏବେ ପ୍ରସ୍ତୁତ। ପ୍ରଶାସନ ପକ୍ଷରୁ ଏଠାରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ୨୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗଠନ କରାଯାଇଛି।
ଜିଲ୍ଲାର ୨୪୦...
କରୋନା ମାଡ଼ରେ କୋରାପୁଟ ଜିଲ୍ଲା ଦୁଗ୍ଧ ଚାଷୀ ହନ୍ତସନ୍ତ, ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାପୁଟ : କରୋନା ଭାଇରସ ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀ ହନ୍ତସନ୍ତ ହେଉଛନ୍ତି। ଲକ୍ଡାଉନ ଯୋଗୁଁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ।। ଏନେଇ କୋରାପୁଟ...





















