ବସା ବାନ୍ଧିଛି ଅନ୍ଧବିଶ୍ୱାସ – ରାୟଗଡ଼ାରେ ଗୁଣି ଗାରେଡ଼ି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗୁଣି ଗାରେଡ଼ି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଉପଖଣ୍ଠରେ ଥିବା ମାଙ୍କଡ଼ଝୁଲା...

ଜୟପୁରରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ଜୟପୁର ମୁଖ୍ୟ ରାସ୍ତାରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ। ଏହାପରେ...

ପିଲାଙ୍କ ପାଇଁ ପତାକା କିଣି ଫେରୁଥିଲେ ପ୍ରଧାନ ଶିକ୍ଷକ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ପାଇଁ ବଜାରରୁ ଚକୋଲେଟ ଓ ପତାକା ଧରି ଫେରୁଥିଲେ ପ୍ରଧାନ ଶିକ୍ଷକ। ବାଟରେ ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା...

ବାଲି ବୋଝେଇ ଟ୍ରାକ୍ଟରରୁ ୪୦ ଖଣ୍ଡ ଶାଳ କାଠ ଜବତ, ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଠ ଚୋରା ଚାଲାଣ ପାଇଁ କାଠ ମାଫିଆଙ୍କ ନୂଆ ଉପାୟ। ଜୟପୁର ବୈପାରୀଗୁଡ଼ାରେ ବାଲି ବୋଝେଇ ଟ୍ରାକ୍ଟରରେ କାଠ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ବନବିଭାଗ। ଏହି ଚୋରା ଚାଲାଣରେ...

ଜୟପୁର: ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବୈପାରୀଗୁଡା ଥାନା ଅନ୍ତର୍ଗତ ହାଟକୁଡିପି କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡାରେ ବୁଧବାର ପୋଲିସ ଚଢ଼ାଉ କରିଛି। ପୋଲିସ ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତିନୋଟି...

ଜାତୀୟ ଭୋଟର ଦିବସ ପାଇଁ ଜୟପୁରରେ ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୫ ତାରିଖ ଦିନ ପାଳିତ ହେବ ଜାତୀୟ ଭୋଟର ଦିବସ। ଏନେଇ ଲୋକଙ୍କୁ ସଚେତନ କରାଇବାକୁ ଜୟପୁରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୫ ତାରିଖରେ ଜୟପୁର ରଜାନହରଠାରୁ ବିକ୍ରମଦେବ କଲେଜ ଯାଏଁ...

‘କନ୍ୟା ସନ୍ତାନ ଦିବସ’ ପାଇଁ ଜୟପୁରରେ ବୁଲିଲା ସଚେତନତା ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଜାନୁଆରି ୨୪ରେ ପାଳନ ହୁଏ ଜାତୀୟ କନ୍ୟା ସନ୍ତାନ ଦିବସ। ଏବେଠୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଗଲାଣି। ଜୟପୁର ଜଗଧାତ୍ରୀପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ...

ନିଶାକୁ ନା ଅଭିଯାନ – ୨୨ କିଲୋମିଟର ପଦଯାତ୍ରାରେ ଯାଇ ଦେଲେ ଦାବିପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ        ନିଶାମୁକ୍ତ କୋରାପୁଟ ଗଠନ କରିବା ପାଇଁ ୨୨ କିଲୋମିଟର ପଦଯାତ୍ରା କଲେ ଦେବୀ ଶଙ୍କର ବ୍ରହ୍ମା। ଏହାସହ ସେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି। ନିଶାକୁ ନା ଅଭିଯାନରେ ବାହାରିଛନ୍ତି...

ସେଣ୍ଟ୍ରାଲ ୟୁନିଭରସିଟି ଅଫ୍‌ ଓଡ଼ିଶାରେ ଅତିଥି ଅଧ୍ୟାପକ ପଦବୀ ଲାଗି କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଣ୍ଟ୍ରାଲ ୟୁନିଭରସିଟି ଅଫ୍‌ ଓଡ଼ିଶାରେ ଅତିଥି ଅଧ୍ୟାପକ ପଦ ଲାଗି ଜାନୁଆରି ୨୪ ଓ ୨୫ ତାରିଖରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ। ସେଣ୍ଟ୍ରାଲ ୟୁନିଭରସିଟି ଅଫ୍‌ ଓଡ଼ିଶା କୋରାପୁଟରେ ନିଯୁକ୍ତି ସୁଯୋଗ। ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ...

କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ଅତିଥି ଅଧ୍ୟାପକ ପାଇଁ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିରେ ନିଯୁକ୍ତି ସୁଯୋଗ। ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ ଅତିଥି ଅଧ୍ୟାପକ ପାଇଁ ଏହି ନିଯୁକ୍ତି ଦିଆଯିବ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜାନୁଆରି ୨୪...