ବୈପାରୀଗୁଡ଼ାରୁ ୧୦୦ କେଜି ଗଞ୍ଜେଇ ବୋଝେଇ କାର୍‌ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବୈପାରୀଗୁଡ଼ାରେ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ୧୦୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି ବୈପାରୀଗୁଡା ପୋଲିସ। ଗିରଫ...

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢାଉ, ୪୨ କେଜି ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରିଛି ଜୟପୁର ସଦର ପୋଲିସ। ୨ଟି ବାଇକରେ ଲମତାପୁଟଠାରୁ କଳାହାଣ୍ଡି ଚାଲାଣ ହେଉଥିବା ବେଳେ ପୋଲିସ  ଖବର ପାଇ  ୩୨୬ ଜାତୀୟ ରାଜପଥ ବାମୁଣି...

ଜୟପୁରରେ ୪୨୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ପୌରାଞ୍ଚଳରେ ଶନିବାର ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟ ନିବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୪୨୪ ଜଣ ହିତାଧିକାରିଙ୍କୁ...

ଶିକ୍ଷକ ଆତ୍ମହତ୍ୟା ଘଟଣା – ଗିରଫ ହେଲେ କୋରାପୁଟ ଡିଇଓ ପ୍ରମୋଦ ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୋଲିସ ସ୍ପେଶାଲ ସ୍କ୍ଵାଡ୍‌। ଡିଇଓଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଡିସେମ୍ଵର...

କୋରାପୁଟ: କାରରୁ ଦେଢ଼ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ପେଟ୍ରୋଲିଂ ସମୟରେ କାର ଭିତରୁ ୧ କୁଇଣ୍ଟାଲ୍ ୬୯ କିଲୋ ଗଞ୍ଜେଇ ଜବତ କରିଛି କୋଟପାଡ଼ ପୋଲିସ। ବୁଧବାର ରାତିରେ କୋଟପାଡ଼...

କୋରାପୁଟ – ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ସୋମବାରଠୁ ନିଖୋଜ ଅଛନ୍ତି।  ସୋମବାର ଅଫିସ୍ କାମ ପାଇଁ ସେ ଘରୁ ଯାଇଥିଲେ। ସାଙ୍ଗରେ ଜଳଯୋଗାଣ ବିଭାଗର...

୩୦୦ ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା ଘଟଣା, ସ୍ଵାମୀ ସହ ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ମାତ୍ର ୩୦୦ ଟଙ୍କା ପାଇଁ ସ୍ତ୍ରୀ’କୁ ହତ୍ୟା କରିବା ଘଟଣା। ଏଥିରେ ମୁଖ୍ୟ ଅଭିଯୁକ୍ତ ସ୍ଵାମୀ ରମେଶ ପରଜା...

ଜୟପୁର: ଜାନୁଆରି ୮ରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ମିଳିତ କନ୍‌ଭେନ୍‌ସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୮ରେ ସର୍ବ ଭାରତୀୟ ଧର୍ମଘଟିକୁ ସଫଳ କରିବା ପାଇଁ ଜୟପୁର ଶ୍ରମିକ ଭବନଠାରେ ମିଳିତ କନ୍‌ଭେନ୍‌ସନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ ତାରିଖରେ ଦୋକାନ ବଜାର, ବ୍ୟବସାୟୀ ପ୍ରତିଷ୍ଠାନ ସ୍କୁଲ,...

ଭାଲୁ କାମୁଡ଼ାରେ ବୃଦ୍ଧ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚଞ୍ଚଡାପଦର ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ଭାଲୁ କାମୁଡ଼ାରେ ମୃତ୍ୟୁ ହୋଇଛି। ଚଞ୍ଚଡାପଦର ଗ୍ରାମର ଲବ ମୁଦୁଲି ଗ୍ରାମ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ...
Jeypore

ଜୟପୁରରେ ଜିଲ୍ଲାସ୍ତରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରିଠାରେ ଜିଲ୍ଲାସ୍ତରୀୟ ମା' ବୁଢି ଠାକୁରାଣି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ-୨୦୨୦ ଉଦ୍‌ଘାଟିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ...