୫୮ କେଜି ଗଞ୍ଜେଇ ସହ ଗାଡ଼ି ଜବତ – ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ: ବୈପାରୀଗୁଡ଼ା ଥାନା ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥର ଲଷ୍ମୀପୁର ଛକରେ ଏକ ଗଞ୍ଜେଇ ଗାଡ଼ି ଧରାପଡ଼ିଛି। ବୈପାରୀଗୁଡ଼ା ପୋଲିସ ଚେକିଂ କରୁଥିବା ବେଳେ ଚିତ୍ରକୋଣ୍ଡାର କୋରକୁଣ୍ଡାଠାରୁ ଦିଲ୍ଲୀ ଅଭିମୁଖେ ଏକ ହୋଣ୍ଡା...

କୋରାପୁଟ – ଓଲଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର, ଯାତାୟତ ଠପ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର-କୋରାପୁଟ ଘାଟି ଜାତୀୟ ରାଜପଥ ୨୬ରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି।...

କୋରାପୁଟ ଗସ୍ତରେ ପୋଲିସ ଡିଜି, ମାଓ ଦମନ ନେଇ କଲେ ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ। ଦାୟିତ୍ଵ ଗ୍ରହଣ ପରେ ଡିଜିପି ଅଭୟ କୋରାପୁଟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ୬ ଜିଲ୍ଲାର ଏସ୍‌ପି, ବିଏସ୍‌ଏଫ୍‌ ଓ ଏସ୍‌ଓଜି...

କୋରାପୁଟରେ ଜନନୀ ଯନ୍ତ୍ରଣା – ୩ କିଲୋମିଟର ଚାଲିଲେ, ରାସ୍ତାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ଜଣକ ତିନି କିଲୋମିଟର ଚାଲିଚାଲି ରାସ୍ତାକୁ ଆସିଥିଲେ। ପ୍ରସବ ପାଇଁ ଯନ୍ତ୍ରଣା ଅନୁଭବ କରିବାରୁ ରାସ୍ତା ମଝିରେ...

ଜୟପୁରରେ ୩ କାଠ ମାଫିଆ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ଜୟପୁର ବନଖଣ୍ଡ ପକ୍ଷରୁ ଚଢାଉ କରି ୩ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି। ଟାଟା ମ୍ୟାଜିକ ଗାଡିରେ କାଠ ଚାଲାଣ ହେଉଥିବା ବେଳେ...

ଜୟପୁର: ୩୪୯ ଗଞ୍ଜେଇ ଜବତ, ତିନି ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର କଟାଛକରେ ୩୪୯ କିଲୋଗ୍ରାମର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ବୈପାରୀଗୁଡ଼ା ପୋଲିସ।   ଲମତାପୁଟଠାରୁ ଉତ୍ତରପ୍ରଦେଶକୁ ଏକ ଚାରିଚକିଆ ଯାନରେ ୧୪ଟି ପ୍ୟାକେଟରେ ୩୪୯ କେଜି ଗଞ୍ଜେଇ ଚୋରାଚାଲାଣ...

ଜୟପୁର ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି। ୧୨ ଦିନ ଧରି ଚାଲିବାକୁ ଥିବା ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ...

କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଭିତରେ ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ...

ସ୍ତ୍ରୀ ପଠାଇଲେ ଛାଡ଼ପତ୍ର ନୋଟିସ୍‌, ସ୍ଵାମୀ କଲେ ସୁଇସାଇଡ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ତ୍ରୀର ଛାଡ଼ପତ୍ର ନୋଟିସ୍‌ ଯୋଗୁଁ ସ୍ଵାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସରସ୍ଵତୀ ନଗରରେ। ପାରିବାରିକ କଳହରେ ସ୍ତ୍ରୀ ସ୍ଵାମୀକୁ ଛାଡ଼ପତ୍ର ନୋଟିସ...

ଜୟପୁର: ଦରଦାମ ବୃଦ୍ଧି ନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ଜୟପୁର ନଗର କଂଗ୍ରେସ ପକ୍ଷରୁ ଦର ଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ନଗର ସଭାପତି ନରେନ୍ଦ୍ର ମହାନ୍ତିଙ୍କ ନେୃତ୍ୱରେ ଜୟପୁର ବିଧାୟକ ତାରା ପ୍ରସାଦ...