ଅଜବ ଟ୍ରାଫିକ ନିୟମ – ନିୟମ ନଭାଙ୍ଗି ଏଠି ଦେବାକୁ ପଡୁଛି ଫାଇନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁରରେ ଗାଡ଼ି ହେଲେ ପୁରୀ ବାଇପାସ୍‌ରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଜରିମାନା କଲା ପରିବହନ ବିଭାଗ। ଆଉ କିଛି ଦିନ ଗଲେ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ହେଲେ ଏହା...

ଜୁଆ ଆଡ୍ଡାରେ ଚଢ଼ାଉ – ୨ଲକ୍ଷ ୨୫ହଜାର ଟଙ୍କା ଜବତ, ୭ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁଆ ଆଡ୍ଡାରେ ବୁଧବାର ରାତିରେ ଚଢାଉ କରିଛି ଜୟପୁର ପୋଲିସ। ପାଟ୍ରୋଲିଂ କରୁଥିବା ବେଳେ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରି ୨ ଲକ୍ଷ ୪୫ ହଜାର ଟଙ୍କା...

ବରଗଡ଼ରୁ ଜୟପୁରକୁ ଡେଇଁଲା ଚାଷୀ ଆନ୍ଦୋଳନ – ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ରୁ ଜୟପୁରକୁ ଡେଇଁଲା ଚାଷୀ ଆନ୍ଦୋଳନ। ଖରିଫ ଧାନ ବିକିବାକୁ ଅନ୍‌ଲାଇନ ଟୋକନ୍‌ ବିକ୍ରି ବ୍ୟବସ୍ଥାକୁ ବିରୋଧ କରି କିଛିଦିନ ହେବ ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଜୋର ଧରିଛି। ତେବେ...

ଜୟପୁରରେ ପାଳିତ ହେଲା ପଥ ଉତ୍ସବ

ଓଡ଼ିଶାଲାଇଭ ବ୍ୟୁରୋ କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ପରମ୍ପରା ମଧ୍ୟ ବେଶ୍‌ ନିଆରା। ପ୍ରଶାସନ ତରଫରୁ ଏଭଳି ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ଜୟପୁରରେ ଆୟୋଜିତ ହୋଇଛି...

କୋରାପୁଟ: ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ ପଛ ପଟେ ଥିବା ଏକ ଗଛରେ ବେକରେ ରଶି ଦେଇ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ...

ପୁଣି ଭାରାରେ ବୁହା ହେଲେ ଗର୍ଭବତୀ – ଆସି ପାରିଲାନି ଆମ୍ବୁଲାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ୩ କିଲୋମିଟର ଭାରାରେ ବୁହା ହେଲେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଜୟପୁରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜୟପୁର ଜଗନ୍ନାଥ ସାଗର ତଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅବସରରେ ମୁଖ୍ୟ ଅତିଥି ଭାବେ...

ନାଗସାପକୁ ୨ଗଡ଼ କରିଦେଲା ପୋଷା କୁକୁର – ମାଲିକଙ୍କ ପାଇଁ ଜୀବନକୁ ବାଜି ଲଗାଇଲା ଡଗି

ଓଡ଼ିଶାଲାଇଭ୍ ବ୍ୟୁରୋ କୁହାଯାଏ ପଶୁମାନଙ୍କ ଭିତରେ ସବୁଠୁ ବିଶ୍ୱସ୍ତ ପଶୁ ହେଲା କୁକୁର। ତେଣୁ ଅଧିକାଂଶ ଲୋକ ଘରେ ପୋଷା କୁକୁର ରଖିବା ବି ଆପଣ ଦେଖିଥିବେ। ହେଲେ କୁକୁର ସତରେ ଯେ ବିଶ୍ୱାସଯୋଗ୍ୟ...

କୋରାପୁଟ: ଲକ୍ଷ୍ମୀପୁର ବ୍ଳକରେ ଉଦ୍‌ଘାଟନ ହେଲା ଦୁଇଟି ଆଦର୍ଶ ଥାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଦୁଇଟି ଆଦର୍ଶ ପୋଲିସ ଥାନା ଉଦଘାଟନ ହୋଇଛି। କାକିରିଗୁମା ପୋଲିସ ଥାନା ଓ ଲକ୍ଷ୍ମୀପୁର ପୋଲିସ ଥାନାକୁ ଆଦର୍ଶ ପୋଲିସ ଥାନା ଭାବେ ଉଦଘାଟନ କରାଯାଇଛି।...
Uncle rapes 6 year old in Koraput Odisha News Odia News

୬ ବର୍ଷର ସଂପର୍କୀୟ ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ବର୍ଷର ସଂପର୍କୀୟ ଝିଆରୀକୁ ଦାଦାର ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ। ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ଅନ୍ୟପଟେ...