ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ସହ ଏହି ଦୃଶ୍ୟକୁ ଭାଇରାଲ କରିବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଉକ୍ତ ଯୁବକର ନାମ ଅଗସ୍ତି...

ଜୟପୁର: ଜମିଲା ଦଶହରା, ଅନୁରାଧା ପଡଓ୍ଵାଲଙ୍କ ଗୀତରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଛି ଜୟପୁର ସହର। ଏହି ଅବସରରେ ରଜନଅରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଅନୁଷ୍ଠିତ ହୋଇଛି। ଏହାକୁ ଦଶହରା ପୂଜା କମିଟିର ସଭାପତି ତଥା ଜୟପୁର ବିଧାୟକ ତାରା...
lootera

କୋରାପୁଟ: ଲୁଟ୍‌ ଯୋଜନା ପଣ୍ଡ – ଦେଶୀ ପିସ୍ତଲ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଏକ ବଡ଼ ଲୁଟ୍ ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଏହାସହ ଲୁଟରେ ସାମିଲ ଥିବା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଶ୍ରୀଧର ମହାପାତ୍ରକୁ ଗିରଫ କରିଛି ପୋଲିସ।...

କୋରାପୁଟ କୋଟପାଡ଼ରୁ ଚାରି କୁଖ୍ୟାତ ଡକାୟତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ଆଜି ଚାରି ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସଡିପିଓ ହରେକୃଷ୍ଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ଗତ ସପ୍ଟେମ୍ବର...

ଜୟପୁରରେ ମଦ ଅପମିଶ୍ରଣ ଘଟଣାରେ ୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଏନକେଟି ରୋଡ୍‌ରେ ଥିବା ମୋନାଲିସା ବାର୍‌ ଉପରେ ଚଢ଼ାଉ କରିଛି ପୋଲିସ। ବେଆଇନ୍‌ ଭାବେ ମଦ ବୋତଲରେ ଅପମିଶ୍ରଣ ମଦ ପ୍ୟାକିଂ କରୁଥିବା ନେଇ ସୂଚନା ପାଇ ପୋଲିସ ଚଢ଼ାଉ...

ଜୟପୁର ସାଂସ୍କୃତିକ କାଯ୍ୟକ୍ରମରେ ନାଚିଲେ ତାରା ପ୍ରସାଦ ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସୌରାସାହିସ୍ଥିତ ମା’ ବସନ୍ତାୟୀ ମନ୍ଦିର ଛକଠାରେ ଭଜନ ସମାରୋହ ସହ ମେଲୋଡି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଷ୍ଟେଜ୍‌ ଉପରେ...

କୋରାପୁଟ: ୭ କିଲୋମିଟର ସାଇକେଲରେ ବୁହା ହେଲେ ଗର୍ଭବତୀ ମହିଳା

ଓଡ଼ିଶାଲାଇଭ ବ୍ୟୁରୋ ସାଇକେଲରେ ବୁହାହେଲା ଗର୍ଭବତୀ ମହିଳା। ଆମ୍ଵୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ୭ କିଲୋମିଟର ସାଇକେଲରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା। ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି...

ବୈପାରୀଗୁଡ଼ା ୧୩ ବିଏସଏଫ ବାଟାଲିୟନ୍ ଯବାନଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଝାଡୁ ଧରି ରାସ୍ତା ସଫା କଲେ ବିଏସଏଫ ଯବାନ। ବୈପାରୀଗୁଡ଼ା ବ୍ଲକ ୧୩ ବିଏସଏଫ୍ ବାଟାଲିୟନ୍ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସ୍ଥାନୀୟ ଦଣ୍ଡାବାଡ଼ି ସାପ୍ତାହିକ ବଜାରରେ ଏହି...

ଜୟପୁର: ଡାକ୍ତରଖାନା ଯିବାକୁ ୭ ଦିନର ଶିଶୁକୁ ଧରି ୪କି.ମି ପାହାଡିଆ ରାସ୍ତା ଚାଲିଲେ ମହିଳା

ଓଡ଼ିଶାଲାଇଭ ବ୍ୟୁରୋ ଡାକ୍ତରଖାନା ଯିବାକୁ ନାହିଁ ରାସ୍ତା। ପାହାଡ଼ିଆ ରାସ୍ତା ଦେଇ ଯିବାକୁ ପଡୁଛି ଡାକ୍ତରଖାନା।। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲୀର ରାମଗଡ଼ ଗ୍ରାମରେ।  ଡାକ୍ତରଖାନା ଯିବାକୁ...

କୋରାପୁଟ: କୋଟିଆ ଗ୍ରାମପଞ୍ଚାୟତ ବୁଲି ସରକାରୀ କାମ ତଦାରଖ କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ। ନୂଆକରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ମଧୁସୂଦନ ମିଶ୍ର ପଞ୍ଚାୟତର...