ଦରମା ବୃଦ୍ଧି ଦାବିରେ ଆନ୍ଦଳୋନକୁ ଓହ୍ଲାଇଲେ ହାଲ୍‌ କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ଦରମା ବୃଦ୍ଧି ଦାବି ନେଇ ଦେଶବ୍ୟାବପୀ ଆନ୍ଦୋଳନରେ ବସିଛନ୍ତି ହାଲ୍‌ କର୍ମଚାରୀ ସଂଘ। ଦେଶର ପ୍ରାୟ ୧୮ ହଜାର କର୍ମଚାରୀ ବିଭିନ୍ନ ଜାଗାରେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ସୁନାବେଡାସ୍ଥିତ...

ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ଗିରଫ ହେଲା ସ୍ୱାମୀ

ଓଡ଼ିଶାଲାଇଭ ବ୍ୟୁରୋ   ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ବନ୍ଧା ହେଲା ସ୍ଵାମୀ। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବ୍ରାହ୍ମଣୀଗାଁରେ। ସ୍ତ୍ରୀକୁ ନିର୍ଯାତନା ଦେବା ଅଭିଯୋଗରେ ସ୍ୱାମୀକୁ ଗିରଫ...

ରାସ୍ତାରେ ଗାଈଗୋରୁ, ଜୟପୁରରେ ବଢୁଛି ଟ୍ରାଫିକ ସମସ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ଟ୍ରାଫିକରେ ସମସ୍ୟା କରୁଛନ୍ତି ଗାଈଗୋରୁ। ବୈପାରୀଗୁଡା ସହରରେ ଗାଈଗୋରୁ ଏବଂ ଗୃହ ପାଳିତ ପଶୁଙ୍କ ଲାଗି ବଢୁଛି ଟ୍ରାଫିକ ସମସ୍ୟା। ବ୍ଲକ ସଦର ମହକୁମା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ...

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ସହ ଏହି ଦୃଶ୍ୟକୁ ଭାଇରାଲ କରିବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଉକ୍ତ ଯୁବକର ନାମ ଅଗସ୍ତି...

ଜୟପୁର: ଜମିଲା ଦଶହରା, ଅନୁରାଧା ପଡଓ୍ଵାଲଙ୍କ ଗୀତରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଛି ଜୟପୁର ସହର। ଏହି ଅବସରରେ ରଜନଅରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଅନୁଷ୍ଠିତ ହୋଇଛି। ଏହାକୁ ଦଶହରା ପୂଜା କମିଟିର ସଭାପତି ତଥା ଜୟପୁର ବିଧାୟକ ତାରା...
lootera

କୋରାପୁଟ: ଲୁଟ୍‌ ଯୋଜନା ପଣ୍ଡ – ଦେଶୀ ପିସ୍ତଲ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଏକ ବଡ଼ ଲୁଟ୍ ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଏହାସହ ଲୁଟରେ ସାମିଲ ଥିବା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଶ୍ରୀଧର ମହାପାତ୍ରକୁ ଗିରଫ କରିଛି ପୋଲିସ।...

କୋରାପୁଟ କୋଟପାଡ଼ରୁ ଚାରି କୁଖ୍ୟାତ ଡକାୟତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ଆଜି ଚାରି ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସଡିପିଓ ହରେକୃଷ୍ଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ଗତ ସପ୍ଟେମ୍ବର...

ଜୟପୁରରେ ମଦ ଅପମିଶ୍ରଣ ଘଟଣାରେ ୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଏନକେଟି ରୋଡ୍‌ରେ ଥିବା ମୋନାଲିସା ବାର୍‌ ଉପରେ ଚଢ଼ାଉ କରିଛି ପୋଲିସ। ବେଆଇନ୍‌ ଭାବେ ମଦ ବୋତଲରେ ଅପମିଶ୍ରଣ ମଦ ପ୍ୟାକିଂ କରୁଥିବା ନେଇ ସୂଚନା ପାଇ ପୋଲିସ ଚଢ଼ାଉ...

ଜୟପୁର ସାଂସ୍କୃତିକ କାଯ୍ୟକ୍ରମରେ ନାଚିଲେ ତାରା ପ୍ରସାଦ ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସୌରାସାହିସ୍ଥିତ ମା’ ବସନ୍ତାୟୀ ମନ୍ଦିର ଛକଠାରେ ଭଜନ ସମାରୋହ ସହ ମେଲୋଡି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଷ୍ଟେଜ୍‌ ଉପରେ...

କୋରାପୁଟ: ୭ କିଲୋମିଟର ସାଇକେଲରେ ବୁହା ହେଲେ ଗର୍ଭବତୀ ମହିଳା

ଓଡ଼ିଶାଲାଇଭ ବ୍ୟୁରୋ ସାଇକେଲରେ ବୁହାହେଲା ଗର୍ଭବତୀ ମହିଳା। ଆମ୍ଵୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ୭ କିଲୋମିଟର ସାଇକେଲରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା। ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି...