କୋରାପୁଟରେ ଲୋକାର୍ପିତ ହେଲା କଫି ପ୍ରକ୍ରିୟାକରଣ କେନ୍ଦ୍ର

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର: କୋରାପୁଟରେ ଲୋକାର୍ପିତ ହେଲା କଫି ପ୍ରକ୍ରିୟାକରଣ କେନ୍ଦ୍ର। ବହୁ ପ୍ରତକ୍ଷିତ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ କୋରାପୁଟର ଚନ୍ଦନ ପୋଖରୀ ନିକଟରେ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ...

ଧାରଣା ଦେଲେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ଧାରଣା ଦେଲେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ। ୯ମାସ ହେବ ଦରମା ନମିଳିବାରୁ ଆଜି ଧାରଣା ଦେଇଥିଲେ ହସ୍ପିଟାଲରେ କାର୍ଯ୍ୟରତ ଝାଡୁଦାର, ସୁରକ୍ଷା କର୍ମୀ ଓ ସହାୟକମାନେ। ହସ୍ପିଟାଲ...

ସାଉଥ୍‌କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଜେଇ, ଏସ୍‌ଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଦରମା ନଦେଲେ ଛୁଟିରେ ଯିବାକୁ ଦେଲେ ଧମକ। ଜୟପୁର: ବକେୟା ଦରମା ଦାବିରେ ଜୟପୁରଠାରେ ଥିବା ସାଉଥ୍‌କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜେଇ ଏବଂ ଏସ୍‌ଡିଓ ଘେରାଉ କରିଛନ୍ତି।  ୧୦ ପ୍ରଶିଶତ କମ...

ଜୟପୁର ଛାତ୍ରୀ ଦିଲ୍ଲୀରେ କରିବେ ବନ୍ଧୁକ ଚାଳନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟା ବାଘ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚଳନା ପ୍ରତିଯୋଗିତାରେ ଭାଗ ନେବେ। ପ୍ରିୟା ରାଜ୍ୟ ସ୍ତରୀୟ ବନ୍ଧୁକ ଚାଳନା...

କୋରାପୁଟ: ପାଣି କୁଣ୍ଡରେ ବୁଡ଼ି ୩ ବର୍ଷର ଶିଶୁ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିକୁଣ୍ଡରେ ବୁଡି ଯାଇ ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଆଜଇ ମଧ୍ୟାନ୍ନରେ ବୋରିଗୁମ୍ମା ନିକଟସ୍ଥ ଦିଣ୍ଡାରାଜାଗୁଡ଼ା ଗ୍ରାମର କୃପାସିନ୍ଧୁଙ୍କ...

ଜୟପୁର : ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କୋରାପୁଟ ଜିଲ୍ଲା ଜୟପୁର କୋଟପାଡ଼ ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଡକାୟତି ଯୋଜନାର ସୁରାକ ପାଇ କୋଟପାଡ଼ ପୋଲିସ ଚଢାଉ କରିଥିଲା। ପୋଲିସ ଚଢାଉ କରି...

ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ପ୍ରେମିକ  

ଓଡ଼ିଶାଲାଇଭ ବ୍ୟୁରୋ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଲେ ଯୁବକ। ବର୍ତ୍ତମାନ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଜୟପୁର ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତ କୈଳାସ...

ବେଙ୍ଗାଳୁରୁରେ ଗଣେଶ ପୂଜା, ଯୋଗ ଦେଲେ ବିଧାୟକ ତାରା ବାହିନୀପତି ଓ ଜୟନ୍ତ ଷଡ଼ଙ୍ଗୀ

ଓଡ଼ିଶାଲାଇଭ ବ୍ୟୁରୋ ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର ହୋଇଉଠିଛ। ତେବେ ଗଣେଶ ପୂଜା ଅବସରରେ କର୍ଣ୍ଣାଟକର ବେଙ୍ଗାଳୁରୁଠାରେ ଉତ୍କଳ ଯୁବ ସଂଘ ଦ୍ୱାରା ଷ୍ଟାର ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି...

ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହାକାରୀ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ ପାଇଛନ୍ତି। ଅଗଷ୍ଟ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ଭିଭାନ୍ତଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏଜୁକେସନ...

ଜୟପୁର : ଲାଞ୍ଚ ନେବା ମାମଲାରେ ବିଡିଓଙ୍କୁ ସାଢେ ୩ ବର୍ଷ ଜେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁରରେ ଲାଞ୍ଚ ନେବା ମାମଲାରେ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ। ୨୦୧୨ ମସିହାରେ ଗୁଣୁପୁର ବ୍ଲକର ବିଡିଓ(ବ୍ଲକ ମଙ୍ଗଳ ଅଧିକାରୀ)...