ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ କୃଷି ସମ୍ମିଳନୀରେ ବକ୍ତା ହେବେ କୋରାପୁଟର ଛାତ୍ରୀ ହର୍ଷିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଛି ‘ଫାଷ୍ଟ ଗ୍ଲୋବାଲ ସିମ୍ପୋଜିୟମ୍ ଅନ ଫାର୍ମର୍ସ ରାଇଟ୍ସ’ କାର୍ଯ୍ୟକ୍ରମ। ଏହି ବିଶ୍ଵସ୍ତରୀୟ କୃଷି ସମ୍ମିଳନୀରେ ଜଣେ ବକ୍ତା ଭାବେ ଭାଗନେବାକୁ ନିମନ୍ତ୍ରଣ ପାଇଛନ୍ତି...

ଜୟପୁର ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ   (ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ହରଡ଼ାପୁଟ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ତପସ୍ଵିନୀ ଗାଦବାଙ୍କର ସୋମବାର ଦିନ ମୃତ୍ୟୁ ହୋଇଛି।...

କୋରାପୁଟ: ପୁଣି ଭାରରେ ବୁହାହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ଭାରରେ ବୁହାହେଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା। (ଜୟପୁର): କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପ୍ରାୟ...

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା କୋରାପୁଟ ଏସଟିଏଫ, ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବଜ୍ରକାପ୍ତା ଚୋରା ଚାଲାଣ କରିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କୋରାପୁଟ ଏସଟିଏଫ। (ଜୟପୁର): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଖୋଡୁପଦର ଛକ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା...

ଜୟପୁରରେ ଫାଇନାନ୍ସ କିସ୍ତିକୁ ନେଇ ହତ୍ୟାକାଣ୍ଡ ଘଟଣା: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରଉ କଲା...

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଫାଇନାନ୍ସ କିସ୍ତି ଟଙ୍କାକୁ କେନ୍ଦ୍ର କରି ଜୟପୁରରେ ଘଟିଥିବା ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବାରୁ ଏହାର ପ୍ରତିବାଦରେ ଜୟପୁର ଟାଉନ ଥାନା ଘେରଉ କରିଛି କଂଗ୍ରେସ। ତୁରନ୍ତ...

କୋରାପୁଟ: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତି ଯାଇଛି ୪୦ ଜଣ ଯାତ୍ରୀଙ୍କ ଜୀବନ। ବସରେ ଯାତ୍ରା...

କୋରାପୁଟ: ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ   କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କରିବାକୁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବୁଧବାର ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ପୀଠରେ...

କୋରାପୁଟ: ବଜ୍ରାଘାତ ନେଲା ମା’ ଓ ପୁଅର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବଜ୍ରାଘାତରେ ଏକା ସମୟରେ ଚାଲିଗଲା ମା’ ଓ ପୁଅର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ। ମୃତକମାନେ ହେଲେ ଲିଙ୍ଗରାଜ ହାଲବାଙ୍କ...

ଜୟପୁରରେ ବାଇକ୍ ଚୋରି ରାକେଟ ଠାବ: ୧୧ ବାଇକ୍ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଟାଉନ ଥାନା ପୋଲିସ ହାବୁଡ଼ରେ ପଡ଼ିଛନ୍ତି ଅନ୍ତଃରାଜ୍ୟ ବାଇକ ଚୋରି ଗ୍ୟାଙ୍ଗ। ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ୧୧ଟି ବାଇକ୍...

କୋରାପୁଟ: ପୋଖରିରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ (ଜୟପୁର): ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କଞ୍ଚଣା ଗ୍ରାମରେ। ମୃତକମାନେ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ପୁଅ...