ଡିବି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ଶୋଇଥିବା ବେଳେ ଡିବିର ନିଆଁରେ ପୋଡ଼ି ହୋଇ ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ।
ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ...
ଉଦଘାଟନର ମାତ୍ର ଦେଢ଼ବର୍ଷ ପରେ ଗୁରୁପ୍ରିୟା ସେତୁରେ ଫାଟ – ଲୋକେ ଆତଙ୍କିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଚ୍ଛିନ୍ନାଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଡ଼ୁଥିବା ଗୁରୁପ୍ରିୟା ସେତରେ ଫାଟ ସୃଷ୍ଟି ହୋଇଛି। ବ୍ରିଜର ୧୬ ନମ୍ବର ପିଲର ନିକଟରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବ୍ରଜିର ଠିକ୍ ଭଝିରେ ଫାଟ ସୃଷ୍ଟି...
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଓ କ୍ୟାମ୍ପରେ ନିର୍ଯାତନାର ଅଭିଯୋଗ ଆଣି ହବିକାର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟିରେ ହବିକାର...
ପୋଲିସ ଛାଉଣୀରେ ମାଲକାନଗିରି – ମାଓବାଦୀ ଜାଳିଥିବା ଘର ପାଇଁ କ୍ଷତିପୂରଣ ମିଳିବ କହିଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାମବାସୀ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ମାଲକାନଗିରିରେ ପୋଲିସ ଛାଉଣୀ। ଯୋଡ଼ାମ୍ବ, ଜନ୍ତୁରାଇ, ସିନ୍ଦବେଡ଼ା ଗାଁକୁ କଡ଼ା ସୁରକ୍ଷାରେ ରଖାଯାଇଛି। ଗାଁ ଗାଁ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମାଲକାନଗିରି...
ମାଓବାଦୀଙ୍କ ଲଙ୍କାକାଣ୍ଡ – ମାଲକାନଗିରିରେ ୧୫ଟି ଘରେ ଲଗାଇଦେଲେ ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରିରେ ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ଏକ ଗାଁରେ ୧୫ଟି ଘରେ ଘରେ ନିଆଁ ଲଗାଇଦେବା ସହ ୩ଜଣଙ୍କୁ ଅପହରଣ କରିନେଇଛନ୍ତି। ଗାଁ ଲୋକଙ୍କ ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ପରେ ପ୍ରତିଶୋଧ...
ଘରୋଇ କଳିରୁ ହିଂସ୍ର ହେଲା ସ୍ତ୍ରୀ – ଛୁରି ଭୁସି ସ୍ଵାମୀକୁ କଲା ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସ୍ଵାମୀକୁ, ହେଲେ ଘରୋଇ କଳି ଆଗରେ ସବୁ ସଂପର୍କ ଭୁଲିଗଲେ ସ୍ତ୍ରୀ। ସାମାନ୍ୟ କଳିରୁ ସ୍ଵାମୀକୁ ଛୁରି ଭୁସି ହତ୍ୟା କରିଛି ସ୍ତ୍ରୀ। ଏଭଳି...
ମାଲକାନଗିରି: ଗୁରୁପ୍ରିୟା ଜଳଜାହାଜରେ ବସି ପାଠ ପଢୁଛନ୍ତି ସ୍କୁଲ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳଜାହାଜରେ ବସି ପାଠ ପଢୁଛନ୍ତି ସ୍କୁଲ ପିଲା। ଜଳଜାହାଜରେ ବହି,ଖାତା ଧରି ପାଠ ପଢୁଛନ୍ତି ସ୍କୁଲ ପିଲା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି।
ଏହି ଅଞ୍ଚଳର ଟେମ୍ପରାରି...
ସ୍ଵାଭିମାନ ଅଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ପ୍ରଥମେ ୭ଟି ସ୍କୁଲରେ ଏହାକୁ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଶିକ୍ଷକଙ୍କୁ ଏହି କ୍ଲଷ୍ଟରରେ ରଖାଯିବ।...
ଦୃଷ୍ଟିହୀନଙ୍କ ଦୁଃଖ ବୁଝିଲେ – ଦିନକ ପାଇଁ ଆଖିରେ ପଟି ବାନ୍ଧି ଅନ୍ଧ ହେଲେ ଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ କିଭଳି ବାଟ ଚାଲୁଛି। ଜଣେ କଥା କହିପାରୁନଥିବା ଦିବ୍ୟାଙ୍ଗ କିଭଳି ନିଜର କଥାକୁ ଅନ୍ୟ ଆଗରେ ଉପସ୍ଥାପନ କରୁଛି। କିଭଳି ଜଣେ ବଧିର ଦିବ୍ୟାଙ୍ଗ ଅନ୍ୟ ଜଣେ...
ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ଦାବିରେ ମେଳି ବାନ୍ଧିଲେ ଆଦିବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ସ୍ୱାଭିମାନ ଅଞ୍ଚଳର ୭ଟି ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ମାଲକାନଗିରି ଯୋଡ଼ାମ୍ବ ପଞ୍ଚାୟତର ହନ୍ତାଳଗୁଡ଼ାରେ ଏକାଠି ହୋଇ ବିଭିନ୍ନ ଦାବି କରି ଆଦିବାସୀମାନେ ମେଳି କରିଛନ୍ତି।
ହନ୍ତାଳଗୁଡ଼ାରେ ପ୍ରସ୍ତାବିତ ବିଏସ୍ଏଫ ...




















