ନଦୀକୁ ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଦଳି ମାରିଦେଲା ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଦିନକୁ ଦିନ ହାତୀ ଆକ୍ରମଣରେ ଯାଉଛି ଅନେକଙ୍କ ଜୀବନ। ବୁଧବାର ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି।
ବାଙ୍ଗିରିପୋଷି...
ଓଲଟି ପଡ଼ିଲା ଅଟୋ – ୩ ଆହତ, ୨ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଅଟୋ। ଫଳରେ ଅଟୋ ଭିତରେ ଥିବା ୫ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ...
କାର୍କୁ ପଛ ପଟୁ ଧକ୍କା ଦେଲା ଅଜଣା ଗାଡ଼ି, ୫ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ କାରକୁ ପଛ ପଟୁ ଧକ୍କା ଦେଲା ଅଜଣା ଗାଡ଼ି। ଫଳରେ କାର୍ ଭିତରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ...
ଗଛ କାଟିବାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ – ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିବା ବଚସା ଶେଷରେ ଉଗ୍ର ରୂପ ନେଇଛି। ଏହି ଘଟଣାରେ ଉତ୍ୟକ୍ତ ଯୁବକ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ...
ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଜାମ୍ମୁ କଶ୍ମୀର ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଜାମ୍ମୁ କଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲାର ବେତନଟୀଠାରେ ପହଞ୍ଚିଛନ୍ତି। ବେତନଟୀର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଏକ ବାର୍ଣ୍ଣାଢ୍ୟ...
ବାରିପଦାରେ ସେକ୍ସ ରାକେଟ, ୩୦ ଯୁବକ-ଯୁବତୀ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଟାଉନ୍ ଉପରେ ୩ଟି ଲଜ୍ରେ ଚାଲିଥିଲା ସେକ୍ସ ରାକେଟ। ୩ଟି ଲଜ୍ ଉପରେ ପୋଲିସ ଅଚାନକ୍ ଚଢ଼ାଉ କରି ୩୦ ଯୁବକ-ଯୁବତୀଙ୍କୁ ଅଟକ ରଖିଛି। ଏଭଳି ଘଟଣା...
ମୟୂରଭଞ୍ଜରେ ହାତୀ ଉପଦ୍ରବରେ ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପୂର୍ବ କ୍ଷତିପୂରଣ ମିଳିନଥିବା ବେଳେ ଗତ ରାତି ପୁଣି ହାତୀପଲଙ୍କ ଉପଦ୍ରବରେ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଏଥିରେ ପୁଣି ଜଣକ ଘର ଭାଙ୍ଗିଥିବାରୁ ଲୋକମାନେ ରାସ୍ତାରୋକ କରିଛନ୍ତି।...
ମୁଖ୍ୟ ଶାସନ ସଚିବଙ୍କ ମୟୁରଭଞ୍ଜ ଗସ୍ତ – ଡାକ୍ତରଖାନା ବୁଲିଲେ, ସମସ୍ୟା ବୁଝିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଶୁକ୍ରବାର ସକାଳୁ କରଞ୍ଜିଆ ଉପଖଣ୍ଡର ଯଶୀପୁର ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିଲେ ମୁଖ୍ୟ ଶାସନ ସଚିବ। ଡାକ୍ତରଖାନାରେ ରୋଗୀମାନଙ୍କ ସହିତ...
ଫାଶୀ ଭୟରେ ହାର୍ଟଆଟାକ୍, ଚାଲିଗଲା ବିଚାରଧୀନ କଏଦୀଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ କଏଦୀର ଫାଶୀ ଦଣ୍ଡାଦେଶ ଶୁଣି ଚାଲିଗଲା ଅନ୍ୟ ଜଣେ କଏଦୀଙ୍କ ଜୀବନ। ମୃତ କଏଦୀ ଜଣକ ହେଉଛନ୍ତି ତୁରୀ ମୁଣ୍ଡା। କେନ୍ଦୁଝର ଅତିରିକ୍ତ ଜିଲ୍ଲା କୋର୍ଟ ଜଣେ କଏଦୀଙ୍କୁ ଶିଶୁକନ୍ୟା...
ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର
ଓଡ଼ିଶାଲାଇଭ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗର ୫ଟି ଟିମ୍ ମିଳିତ...





















