ନବରଙ୍ଗପୁର: କାଜୁବାଡ଼ ପାଖରୁ ମୂମୁର୍ଷ ଅବସ୍ଥାରେ ଯୁବତୀ ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ ଆଣିଲେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କୋଙ୍ଗରା ଗାଁ’ କାଜୁବାଡ଼ ପାଖରୁ ଜଣେ ଯୁବତୀଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରିବା ଘଟଣାରେ ଆଜି ନୂଆ ମୋଡ଼ ଦେଖିବାକୁ ମିଳିଛି। ଯୁବତୀଙ୍କ ମା’ ଏହି ଘଟଣାରେ...

କଂଗ୍ରେସର ଅଭିଯୋଗ – ନବରଙ୍ଗପୁରରେ ସ୍ୱଚ୍ଛ ଭାରତ ମିଶନରେ ହୋଇଛି ୨୦୦ କୋଟିର ଦୁର୍ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଜିଲ୍ଲାରେ ସ୍ଵଚ୍ଛ ଭାରତ ମିଶନରେ ହୋଇଛି ୨୦୦ କୋଟିର ଦୁର୍ନୀତି ଦୁର୍ନୀତି ବାବଦରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିବ ଜିଲ୍ଲା କଂଗ୍ରେସ (ନବରଙ୍ଗପୁରରୁ...

ନବରଙ୍ଗପୁର: ଜେଇଏଲସି ଚର୍ଚ୍ଚରେ କୋଭିଡ କଟକଣା ଭିତରେ ପାଳିତ ହେଲା ବଡ଼ଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ନିକଟରେ ଥିବା ଜୁଇଲମ ଇଭାଞ୍ଜଳିକାଲ ଲୁଥରାନ(ଜେଇଏଲସି) ଚର୍ଚ୍ଚରେ କୋଭିଡ କଟକଣା ଭିତରେ ବଡ଼ଦିନ ପାଳିତ ହୋଇଛି। ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ ମାସ୍କ ପିନ୍ଧି,...

ନବରଙ୍ଗପୁର: ଜଗନ୍ନାଥ ମନ୍ଦିରରେ ଓଢ଼ଣୀ ଷଷ୍ଠୀ ନୀତି ପାଳିତ, ଶୀତବସ୍ତ୍ରରେ ପିନ୍ଧିଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସହର ଉପକଣ୍ଠ ମୁଖ୍ୟ ରାସ୍ତାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଓଢ଼ଣୀ ଷଷ୍ଠୀ ନୀତି ପାଳିତ ହୋଇଛି। ମାର୍ଗଶିର ମାସ ଶୁକ୍ଳ...

ଭିଜିଲାନ୍ସ ଜାଲରେ ଆଇଟିଡିଏର ତିନି ସହକାରୀ ଯନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ତିନି ସହକାରୀ ଯନ୍ତ୍ରୀ। ଜିଲ୍ଲାର କୋଷାଗୁମୁଡ଼ା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ...

ନବରଙ୍ଗପୁର-ଜୟପୁର ରେଳପଥ ପାଇଁ ୪୫ଦିନ ମଧ୍ୟରେ ସରିବ ଜମି ଅଧିଗ୍ରହଣ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର-ଜୟପୁର ଲିଙ୍କ ପୂର୍ବତଟର ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଅଗ୍ରଗତି ବାବଦରେ ଗୁରୁବାର ନବରଙ୍ଗପୁରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିଶନଶକ୍ତି ସମ୍ମିଳନୀ କକ୍ଷରେ...

ନବରଙ୍ଗପୁର ଜିଲ୍ଲାରେ କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ ହେବ ସଡ଼କ ସୁରକ୍ଷା ଆଇନ। ତା’ସହ ଜିଲ୍ଲାରେ ଖରାପ ହୋଇ ପଡ଼ିଥିବା ରାସ୍ତାର ମଧ୍ୟ ଶୀଘ୍ର ମରାମତି ହେବ। ଗୁରୁବାର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା...

ନବରଙ୍ଗପୁରର ବୈଜୟନ୍ତୀ ସାହୁ – ମୃତ୍ୟୁ ପୂର୍ବରୁ ଜଗନ୍ନାଥ ମନ୍ଦିର ନାଁରେ ଲେଖିଦେଲେ ସବୁ ସମ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ  ନବରଙ୍ଗପୁରର ଜଣେ ମହିଳା ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିଦେଇଛନ୍ତି।  (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ମୃତ୍ୟୁ ପୂର୍ବରୁ ଲୋକେ ନିଜ ପୁଅ, ଝିଅଙ୍କ ନାଁରେ ସମ୍ପତ୍ତି କରିଦେବା...

ମନ୍ଥର ଗତିରେ ହେଉଛି ପୋଲ ନିର୍ମାଣ କାର୍ଯ୍ୟ – ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଜୀବନ ଯାତ୍ରା କରୁଛନ୍ତି ନବରଙ୍ଗପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଗାଁକୁ ଯିବା ପାଇଁ ନଦୀ ହିଁ ଏକମାତ୍ର ସାହାରା। ଗାଁରୁ ସହର ଯିବାକୁ ମୁଖ୍ୟ ମାଧ୍ୟମ ଦଦରା ଡଙ୍ଗା। ତେବେ ଗୋଟେ କି ଦୁଇଟି ନୁହେଁ ଶତାଧିତ...

ନବରଙ୍ଗପୁରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବନ୍ଦ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀ ସଙ୍ଗଠନମାନେ ଦେଇଥିବା ଭାରତ ବନ୍ଦର ପ୍ରଭାବ ନବରଙ୍ଗପୁର...