ପରୀ ହତ୍ୟା ମାମଲାରେ ଅରୁଣ ବୋଥ୍ରାଙ୍କ ପ୍ରତିକ୍ରିୟା – ‘ଯଥେଷ୍ଟ ପ୍ରମାଣ ସହ ଅଭିଯୁକ୍ତକୁ ଗିରଫ କରିଛୁ’

ଓଡ଼ିଶାଲାଇଭ୍ ବ୍ୟୁରୋ ପରୀ ହତ୍ୟା ଘଟଣାରେ ଦତନ୍ତକାରୀ ଦଳ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ସୋମବାର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା...

‘ପରୀ’ ହତ୍ୟା ଘଟଣା: ପଚରା ଉଚରା ପାଇଁ ୩ ଜଣଙ୍କୁ ହେପାଜତକୁ ନେଲା ଏସଆଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ଚାଲିଥିବା ବେଳେ ଶନିବାର ସକାଳେ ଯଦୁପୁର ଗାଁର ୩ଜଣଙ୍କୁ ତଦନ୍ତକାରୀ ଦଳ ଏସଆଇଟି ପଚରା ଉଚରା ପାଇଁ ନିଜ ହେପାଜତକୁ ନେଇଥିବା ସ୍ଥାନୀୟ...

ଖୁବଶୀଘ୍ର ପରୀକୁ ନ୍ୟାୟ ମିଳିବ – ଓଡ଼ିଶା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ନୟାଗଡ଼ର ଶିଶୁକନ୍ୟା ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌)କୁ ନେଇ ଯେଉଁ ଅଭିଯୋଗ ଉଠାଯାଉଛି ସେସବୁକୁ ଶୁକ୍ରବାର ଓଡ଼ିଶା ପୋଲିସ ମୁଖ୍ୟାଳୟ ଖଣ୍ଡନ କରିଛି।...

ନୟାଗଡ଼ରୁ ୧୫ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସହର ସିନ୍ଦୁରିଆ ଛକ ନିକଟରୁ ଶୁକ୍ରବାର ୧୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଅଭିଯୁକ୍ତ ନିରଞ୍ଜନ ମହାରଣାଙ୍କୁ ଗିରଫ କରିଛି। ଏନେଇ ଅବକାରୀ ଇନ୍ସପେକ୍ଟର...

ପରୀ ହତ୍ୟା ମାମଲା – ଏସ୍ଆଇଟି ରିପୋର୍ଟ ମନଗଢ଼ା କହି ବିଜେପି ଓ କଂଗ୍ରେସର ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାର ୪ ମାସ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍ଆଇଟି) ବୁଧବାର ଦିନ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ପରୀକୁ ସେହି...

ନୟାଗଡ଼: ନିଖୋଜ ଶିଶୁକନ୍ୟା ସ୍ୱାତୀର ମୃତଦେହ ଜବତ, ହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ନିଖୋଜ ଶିଶୁକନ୍ୟା ସ୍ୱାତୀର ମୃତଦେହ ମଙ୍ଗଳବାର ଜବତ ହୋଇଛି। ନିଖୋଜ ହେବାର ପ୍ରାୟ ୯୦ ଘଣ୍ଟା ପରେ ଗାଁର ଏକ ପରିତ୍ୟକ୍ତ ପୋଖରୀରୁ ତାର ମୃତଦେହ...

ନୟାଗଡ଼: ପୋଖରୀ ଭିତରୁ ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିବା ୩ ବର୍ଷର ଝିଅ ସ୍ୱାତୀର ମୃତଦେହକୁ ଖୋଜିପାଇଛି ପୋଲିସ। ଗାଁ ଭିତରେ ଥିବା ଏକ ପୋଖରୀରେ ଏହି କୁନି ଝିଅର ମୃତଦେହ...

ପରୀ ମାମଲା – ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ‌, ଏସ୍‌ଡିପିଓଙ୍କ ବଦଳି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ପରୀ ହତ୍ୟାକାଣ୍ଡକୁ ନେଇ ପୋଲିସ ଡିଜି ଅଭୟ ଗୁରୁବାର ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏଥିସହ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳକୁ...

ପରୀ ମୃତ୍ୟୁ ଘଟଣା: ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଲମ୍ବିତ ହେଲେ ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁ। ତାଙ୍କ ସହ ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ିଙ୍କୁ ମଧ୍ୟ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି। ଏନେଇ ରାଜ୍ୟ ପୋଲିସ...

ନୟାଗଡ଼ ‘ପରୀ’ ମୃତ୍ୟୁ ଘଟଣା – ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇବାକୁ ନୟାଗଡ଼ ଏସ୍‌ପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର ‘ପରୀ’ମୃତ୍ୟୁ ଘଟଣାରେ ସ୍ଥାନୀୟ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଯଦି ସରପଞ୍ଚଙ୍କ ପ୍ରତି...