ନୟାଗଡ଼ ସହର ବିଶୋଧନ ପାଇଁ ଦୋକାନ ବଜାର ୨ ଦିନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସହରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଦୋକାନ ବଜାରକୁ ବିଶୋଧନ କରାଯାଇଛି। ଏଥିଲାଗି ସହରାଞ୍ଚଳର ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସୋମବାର ଓ...

ନୟାଗଡ଼: ୧୦ ଲକ୍ଷ ଟଙ୍କାର ଚୋରା କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବନ ବିଭାଗ ଦଶପଲ୍ଲା ଗଣିଆଁ ଓ ମହିପରୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଚୋରା କାଠ ଜବତ କରିଛି। ଗତ ୨...

ନୟାଗଡ଼ ସହରକୁ ୨ ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼କୁ ପୁଣି ଫେରିଲା ସଟଡାଉନ। ସହରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ନୟାଗଡ଼ ସହରକୁ ୨ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ମଙ୍ଗଳବାର ଏନେଇ ଜିଲ୍ଲାପାଳ...

ନୟାଗଡ଼: ବଢ଼ୁଛି କରୋନା ସଂକ୍ରମଣ, ନିୟମ ମାନୁନାହାନ୍ତି ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଲୋକମାନେ କରୋନା ନିୟମ ମାନୁନଥିବା ଦେଖିବାକୁ ମିଳୁଛି।...

ନୟାଗଡ଼: ପାଟ୍ରୋଲିଂ ବେଳେ ଚୋରା କାଠ ଓ ବାରହା ମାଂସ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ରାତିରେ ନୟାଗଡ଼ ଜିଲ୍ଲା ବାଇଶପଲ୍ଲୀ ଅଭୟାରଣ୍ୟ ହାତୀପଲ କରିଡରରେ ପାଟ୍ରୋଲିଂ ଚାଲିଥିବା ସମୟରେ ଚୋରା ଶାଳ କାଠଗଣ୍ଡି ଜବତ ହୋଇଛି। ବନ ବିଭାଗ କର୍ମଚାରୀମାନେ ଦୁଇଟି ସ୍ଥାନରୁ ୯ଟି କାଠଗଣ୍ଡି...

ନୟାଗଡ଼: କୋଭିଡ୍-୧୯ ନମୁନା ସଂଗ୍ରହ ବୁଥ୍‌ରେ ବର୍ଷା ପାଣି ସୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍-୧୯ ନମୁନା ସଂଗ୍ରହ ବୁଥ୍‌ରେ ଅବ୍ୟବସ୍ଥା ପାଣି ଭିତରେ ଚାଲିଛି ନମୁନା ସଂଗ୍ରହ ରୋଗୀ ସୁବିଧାକୁ ଅଣଦେଖା ନୟାଗଡ଼ ଜିଲ୍ଳା ହସ୍ପିଟାଲ ଭିତରେ କାର୍ଯ୍ୟ କରୁଥିବା କୋଭିଡ୍-୧୯ ନମୁନା ସଂଗ୍ରହ ବୁଥ୍‌ରେ...

ନୟାଗଡ଼ରେ ମାଇକ୍ରୋ ଲୋକ ଅଦାଲତ ଅନୁଷ୍ଠିତ – ୨୫ରୁ ଉର୍ଦ୍ଧ୍ଵ ମାମଲା ଫଇସଲା, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନ ସେବା ପ୍ରାଧିକରଣ ପକ୍ଷରୁ ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଗତ ଶନିବାର ଦିନ ମାଇକ୍ରୋ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ୍ୟ ତଥା ଜିଲ୍ଲା...

ନୟାଗଡ଼: ଆରପାରିରେ ବିଶିଷ୍ଟ ଆଇନଜୀବୀ ମନୋଜ ଦାସ

ଓଡ଼ିଶାଲାଇଭ ବ୍ୟୁରୋ ଆରପାରିରେ ନୟାଗଡ଼ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ତଥା ସମାଜ ସଂଗଠକ ମନୋଜ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଦୃଦ୍‌ରୋଗରେ ପୀଡ଼ତ ଥାଇ କିଛି ଦିନ ହେବ ଭୂବନେଶ୍ୱରରେ...

ନୟାଗଡ଼: କମୁନି ସଂକ୍ରମଣ, ଚିନ୍ତା ବଢ଼ାଇଛି କଟକଣାମୁକ୍ତ ଯାତାୟତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍‌ଲକ୍‌-୪ରେ କଟକଣାମୁକ୍ତ ଯାତାୟତ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୫...

ନୟାଗଡ଼: ପୋଖରୀ ଭିତରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ପଞ୍ଚିରିଡ଼ାମାନପୁର ବନାଞ୍ଚଳ ଧୂଷୁମା ଗାଁ ପୋଖରୀରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି। ନୟାଗଡ଼ ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ କରି ଏହି କାଠ ଜବତ...