liquor seized

ଖୋର୍ଦ୍ଧା ବାଣପୁରରୁ ୫୨ ଲିଟର ଦେଶୀ ମଦ ଜବତ, ଗୋଟିଏ ବାଇକ ସହ ୨ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦେଶବ୍ୟାପି କରୋନା ଆତଙ୍କକୁ ନେଇ ଲକଡାଉନ ଜାରି ରହିଛି। ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ। ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ...

ଗଞ୍ଜାମରେ କରୋନା ମୁକାବିଲା – ୨ ଆଇଏଏସ୍ ଅଫିସର ସ୍ପେଶାଲ୍ ଏଡିଏମ୍ ଭାବେ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମୁକାବିଲା ପାଇଁ ଗଞ୍ଜାମ ଯିବେ ୨ ଆଇଏଏସ୍ ଅଫିସର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଅଫିସରଙ୍କୁ ସ୍ପେଶାଲ ଏଡିଏମ୍ ଭାବେ ନିଯୁକ୍ତ କରାଯାଇଛି। ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ...

ବାଣପୁର: ଗୁଳିମାଡ଼ରେ ଯୁବକ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ବାଣପୁର ବ୍ଲକରେ ଦିନ ଦ୍ୱି-ପ୍ରହରରେ ଫୁଟିଲା ଗୁଳି। କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗାଁରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକର...

କାଉଡ଼ିଆଙ୍କୁ କରୋନା ଅଡୁଆ – ଏବର୍ଷ ଲିଙ୍ଗରାଜ ମନ୍ଦିରରେ ହେବନି ଶ୍ରାବଣ ଜଳଲାଗି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ହେବନି ଶ୍ରାବଣ ଜଳଲାଗି। କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାଉଡ଼ିଆଙ୍କୁ ମନ୍ଦିର ମନା ହୋଇଛି। ଏନେଇ...

ଭିସୁଟର ୪ କର୍ମଚାରୀଙ୍କୁ କରୋନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୪ କର୍ମଚାରୀ କରୋନା ପଜିଟିଭ୍। ପୂର୍ବରୁ ପଜିଟିଭ୍ ଥିବା ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି କର୍ମଚାରୀମାନେ ପଜିଟିଭ୍ ହୋଇଥିବା...

ଗଞ୍ଜାମରେ ୨ ହଜାର ଟପିଲା ପଜିଟିଭ୍, ଏବେ ବି ୯୧୭ ଆକ୍ରାନ୍ତ ସକ୍ରିୟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଶନିବାର ୪୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୧୬ ଜଣ ଆକ୍ରାନ୍ତ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ...

କରୋନା ନେଲା ଆଉ ୫ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୫ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ପୁଣି ୪୯୫ କରୋନା ପଜିଟିଭ୍ ଚିହ୍ନଟ, ୧୪୦ ଲୋକାଲ୍ କେସ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ବଢ଼ିଚାଲିଛି। ଗତକାଲି ରାଜ୍ୟରେ ୫୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ମଧ୍ୟ ଏହି ସଂଖ୍ୟା ୪୯୫ ରହିଛି। ଏଥିସହ...

ରବିବାର ସମ୍ବଲପୁର ସଟଡାଉନ୍, ୧୧ ତାରିଖ ଯାଏ ଭିସୁଟ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ୧୧ ତାରିଖ ଯାଏ ସଟଡାଉନ୍। ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୁଳପତି ଏନେଇ ନିଷ୍ପତ୍ତି ନେଇଛନ୍ତି। ଭିସୁଟର ସମସ୍ତ କର୍ମଚାରୀଙ୍କୁ...

ଜେସିବିର ପୂରା ନାମ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆପଣ କେବେ ନା କେବେ କେଉଁଠି ଜେସିବି ଗାଡ଼ି ଦେଖିଥିବେ। ଏହା ମୁଖ୍ୟତଃ ବିଭିନ୍ନ ସ୍ଥାନରେ ମାଟି ଖୋଳିବା କିମ୍ବା ଭଙ୍ଗାଭଙ୍ଗି କାମରେ ଲାଗିଥାଏ। ତେବେ ଆପଣ ଗୋଟିଏ କଥା ଜାଣିଛନ୍ତି...