ଶେଷ ହେଲା ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୮ରୁ ଖାତା ଦେଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଲା ମାଟ୍ରିକ୍‌ ପରୀକ୍ଷା। ମାର୍ଚ୍ଚ ୧୮ରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ। ପ୍ରାୟ ୧୫ ହଜାର ଶିକ୍ଷକ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ନୂତନ...

ବନ୍ଧୁ ଘରୁ ଫେରିଲା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ – ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଇକକୁ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର। ନୂଆପଡ଼ା ଜିଲ୍ଲାର କୋମନା ଥାନା ଜାତୀୟ ରାଜପଥ-୫୩ରେ ସୋମବାର ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର...

ଟ୍ରାଫିକ୍‌ ଟାଇଟ – ଭୁବନେଶ୍ୱରରେ ୨ ସ୍କୁଲ ବସ୍‌କୁ ୫୧ ହଜାର ଟଙ୍କା ଫାଇନ୍‌ 

    ଓଡ଼ିଶାଲାଇଭ୍‌ ବ୍ୟୁରୋ ଡେଡଲାଇନ୍‌ ସରିବା ପରେ ଜୋରଦାର ଚାଲିଛି ଟ୍ରାଫିକ ଯାଞ୍ଚ୍। ସୋମବାର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସ୍‌କୁ ୫୧ ହଜାର ଟଙ୍କା ଫାଇନ କରିଛି ଭୁବନେଶ୍ୱର ପରିବହନ...

ଏସ୍‌ସିବି ହେବ ବିଶ୍ୱସ୍ତରୀୟ: ବିଶିଷ୍ଟ ଡାକ୍ତରଙ୍କୁ ନେଇ ୧୦ ଜଣିଆ ଉପଦେଷ୍ଟା ମଣ୍ଡଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରୀ ଉଦ୍ୟମ ଜୋର୍ ଧରିଛି। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ୧୦ଜଣ ଡାକ୍ତରଙ୍କୁ ନେଇ ସରକାର ଏକ ଉପଦେଷ୍ଟା ମଣ୍ଡଳୀ...

ପୁଣି ଅଦିନିଆ ବର୍ଷା – ମାର୍ଚ୍ଚ ୩ରୁ ୮ ଯାଏଁ ଭିଜିବ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ମଙ୍ଗଳବାରଠୁ ପୁଣି ଆରମ୍ଭ ହୋଇପାରେ ଅଦିନିଆ ବର୍ଷା। ଫଳରେ ଆସନ୍ତା ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪...

ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ମାର୍ଚ୍ଚ ୧୩ରୁ ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ପାର୍ଟ ଟାଇମ୍‌ ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଜିଟି, ଟିଜିଟି, ପିଆର୍‌ଟି, କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର, ନର୍ସ, ଡକ୍ଟର, କାଉନ୍‌ସିଲର, ନୃତ୍ୟ...

ବିଜେଡିର ୪ ନେତାଙ୍କୁ ମିଳିଲା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ଵ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ୪ ନେତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଏହି ୪ ନେତାଙ୍କୁ ମିଳିଛି ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ଵ। ଏହି ଦାୟିତ୍ଵ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବ୍ୟୋମୋକେଶ ରାୟଙ୍କୁ କରଞ୍ଜିଆ,...

ରାଜ୍ୟସଭା ରାଜନୀତି – ପାଟ୍ଟଶାଣୀ କହିଲେ ନବୀନଙ୍କ ଉପରେ ବିଶ୍ୱାସ ଅଛି

ଓଡ଼ିଶାଲାଇଭ୍ ବ୍ୟୁରୋ “ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି। ନହେଲେ ସେ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ। ସେ ରାଜ୍ୟସଭା ପାଇଁ ମୋ ନାଁ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏହାପରେ...

ଟ୍ରାଫିକ୍ ଧରପଗଡ଼ ଜୋରଦାର – ଟ୍ରକକୁ ଫାଇନ୍ ହେଲା ଲକ୍ଷେ ୧୦ ହଜାର ଟଙ୍କା  

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : କାଠ ବୋଝେଇ ଟ୍ରକକୁ ଫାଇନ୍ ହେଲା ଲକ୍ଷେ ଦଶ ହଜାର ଟଙ୍କା। ରାୟଗଡ଼ା ଜିଲ୍ଲାରେ ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ରବିବାରଠାରୁ ସାରା...

ଏସସିବିକୁ ବିଶ୍ଵସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ, ନିଯୁକ୍ତ ହେଲେ ୧୦ ପରାମର୍ଶଦାତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସ୍‌ସିବିକୁ ବିଶ୍ଵସ୍ତରୀୟ ହସ୍ପିଟାଲ କରିବାକୁ ପ୍ରକ୍ରିୟା ଆରମ୍ଭ। ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଜଣଙ୍କ ମଧ୍ୟରୁ ୭ ଜଣ...