ଆଜି ୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

୮ମ ଥର ଲାଗି ନବୀନ ପୁଣି ହେଲେ ବିଜେଡି ସଭାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାତର ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟାନାୟକ। ଦଳୀୟ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ...

ଭିପି ମେନନ ଯେଉଁଦିନ ଓଡ଼ିଶାର ଦୁଇ ରାଜାଙ୍କୁ ପାଣି ପିଆଇ ଦେଇଥିଲେ…

ଭାସ୍କର ପରିଛା ଓଡ଼ିଶା ଇତିହାସରେ ଗଡ଼ଜାତ ମିଶ୍ରଣ ଏକ ବିବାଦୀୟ ଅଥଚ ରୋମାଞ୍ଚକର ଅଧ୍ୟାୟ ହୋଇ ରହିଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତ ସହିତ ବିଭିନ୍ନ ଦେଶୀୟ ରାଜ୍ୟର ମିଶ୍ରଣ ପାଇଁ ଯେଉଁ...

ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ପଦବୀ ନେଇ ନିଯୁକ୍ତି: ମାର୍ଚ୍ଚ ୪ରେ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ପଦବୀରେ ମୋଟ୍‌ ୬୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ଓ୍ଵାକ୍...

LICରେ ଆସିଷ୍ଟାଣ୍ଟ ଇଞ୍ଜିନିୟର – ଅନ୍ୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଇଫ୍‌ ଇନ୍‌ସୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (LIC) ରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଆର୍କିଟେକ୍ଟ ଏବଂ ଆସିଷ୍ଟାଣ୍ଟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା – ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ...

ନାଲ୍‌କୋରେ କ୍ରସର ଓ କନ୍‌ଭେୟର ସିଷ୍ଟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍‌କୋର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା...

କିଏ ଯିବେ ରାଜ୍ୟସଭା?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଖାଲିପଡୁଥିବା ୪ ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ତେବେ ଏହି ୪ଟି ଆସନରେ କିଏ ଯିବ ରାଜ୍ୟସଭା ତାକୁ ନେଇ ଆରମ୍ଭ...

ବ୍ରହ୍ମପୁରରେ ଚର୍ଚ୍ଚ ଓ ମସଜିଦର ଉନ୍ନତି ୧କୋଟି ଟଙ୍କା ଲେଖାଏଁ ଅନୁଦାନ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଥିବା ପ୍ରାୟ ୧ ଶହରୁ ଅଧିକ ବର୍ଷ ତଳର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଓ ଜାମିଆ ମସଜିଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧...

ଲୋକସେବା ଭବନରେ ଲୋକାର୍ପଣ ହେଲା ‘ଡିଭାଇନ ଫେବ୍ରିକ’ ପୁସ୍ତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସେବା ଭବନରେ ଲୋକାର୍ପିତ ହୋଇଯାଇଛି ପୁସ୍ତକ ଡିଭାଇନ ଫେବ୍ରିକ। ଏହାକୁ ଲୋକାର୍ପଣ କରିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନା। ଏହି ପୁସ୍ତକର ଲେଖକ ହେଉଛନ୍ତି ପୂର୍ବତନ ହସ୍ତତନ୍ତ,...