ଖଣ୍ଡଗିରିରେ ଜଳିଗଲା ୨ଟି ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଖଣ୍ଡଗିରିରେ ୨ଟି ବସ୍‌ ଜଳିଯାଇଛି। ଖଣ୍ଡଗିରିରେ ଜଳିଯାଇଛି ଦୁଇଟି ବସ୍। ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଏଭଳି ଏକ ଅଘଟଣ। ୧୧...

ଖୁଣ୍ଟରେ ପିଟି ହେଲା ଟ୍ରକ – ଜଣେ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏନଏଚ ୪୯ ଓସିଟି ଅଫିସ ନିକଟରେ ଶୁକ୍ରବାର ଝାରସୁଗୁଡ଼ାରୁ ଯାଉଥିବା ଏକ ଟ୍ରକ (ଓଆର ୧୬ସି ୧୧୧୩) ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ...

ବାଘୁଣୀକୁ ଧରିବ ହାତୀ! ସୁନ୍ଦରୀ ପାଇଁ ଚନ୍ଦକାରୁ ସାତକୋସିଆ ଗଲା ଯଶୋଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକାରୁ ଗଲା ହାତୀ। ସାତକୋସିଆରେ ବନବିଭାଗର ସବୁପ୍ରକାର ଉଦ୍ୟମ ବିଫଳ ହୋଇଛି। ଯେତେ ଚେଷ୍ଟା କଲେ ବି ମଣିଷ ଖିଆ ବାଘୁଣୀ ସୁନ୍ଦରୀକୁ ଧରିବା ସମ୍ଭବ...

ବେଆଇନ ବାଣ ତିଆରିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବନମାଳିପୁର ଗାଁରେ ବାଣ ତିଆରି କରୁଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମୃତ୍ୟୁ ପରେ ପୋଲିସ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି...

ତୁଟୁନି ଓକିଲ-ପୋଲିସ ବିବାଦ: ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓକିଲ-ପୋଲିସ ବିବାଦକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନ ପରେ ଦିନ ଗଡ଼ୁଛି। କିନ୍ତୁ ଓକିଲ ଏବଂ ପୋଲିସ ଭିତରେ ଚାଲିଥିବା ବିବାଦ ତୁଟୁନି। ସାରା ରାଜ୍ୟବ୍ୟାପି ନିଆଁ ଜଳୁଥିବା ବେଳେ...

ମହଙ୍ଗା ପଡ଼ିଲା ବାର୍‌ହା ଶିକାର – ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାର୍‌ହା ଓ ଶିକାରୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀ ସମେତ ବାର୍‌ହାର ମୃତ୍ୟୁ ଘଟିଛି। ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାର୍‌ହାମାନଙ୍କ ସଂଖ୍ୟା ବଢ଼ି ଚାଲିଛି। ବାର୍‌ହାମାନେ...

୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର – ଟିଡିସିସିର ଋଣ ପରିଶୋଧ କରିବେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସଚିବାଳୟରେ ଶୁକ୍ରବାର ସନ୍ଧ୍ୟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ...

ଟାଇମ୍ସ ହେଲ୍‌ଥ ସର୍ଭେ – ଏକ ନମ୍ବରରେ ସମ୍ ହସ୍ପିଟାଲର ଚାରୋଟି ବିଭାଗ ଏବଂ ଆଇଡିଏସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ଜାତୀୟ, ଆଞ୍ଚଳିକ ଏବଂ ସ୍ଥାନୀୟ କ୍ଷେତ୍ରକୁ ନେଇ ୮ଟି ବିଭାଗର ସର୍ଭେ ଟାଇମ୍ସ ହେଲ୍‌ଥ ପକ୍ଷରୁ କରାଯାଇଥିଲା। “ଟାଇମ୍ସ ହେଲ୍‌ଥ ସର୍ଭେ” ଅନୁସାରେ, ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ...

ପୋଲିସ ଡିଜିଙ୍କୁ ବୈଜୟନ୍ତ ଲେଖିଲେ ଚିଠି – ଡଜିସିଏଙ୍କ କ୍ଲିନଚିଟ୍ ପରେ କାହିଁକି ସିଲ୍ ହେଲା ହେଲିକପ୍ଟର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହେଲିକପ୍ଟର ସିଲ୍ ମାମଲାରେ ପୋଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ ପଣ୍ଡା। ପୂର୍ବତନ ସାଂସଦ ବୈଜୟନ୍ତପଣ୍ଡା ଶୁକ୍ରବାର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଡିଜିସିଏ କ୍ଲିନଚିଟ୍...

ହାଇକୋର୍ଟ ବାର୍‌ରୁ ୩ ଆଇନଜୀବୀ ବହିଷ୍କୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓକିଲ ଆନ୍ଦୋଳନ ଭଣ୍ଡୁର କରିବା ଉଦ୍ୟମ ଅଭିଯୋଗରେ ୩ ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ବାର୍ ସାଧାରଣ ପରିଷଦରୁ ବହିଷ୍କୃତ କରାଯାଇଛି। ସେମାନେ ହେଲେ ବିଜେଡି ଲିଗାଲ ଫ୍ରଣ୍ଟ ଆବାହକ ମିଲନ...