ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଲେ ପ୍ରସାଦ: କହିଲେ, “କଂଗ୍ରେସର ହେବ ନବକଳେବର”
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ଉପରେ ଜୋର୍ ଦେଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କୁ କଟାକ୍ଷ କରିବା ସହ କଂଗ୍ରେସ ପୁଣି ଉଠିବ ବୋଲି କହିଛନ୍ତି।
ଜଣକ ପରେ ଜଣେ ନେତା...
ତିନି ବର୍ଷରେ ଜଗା-କାଳିଆ: ଦିଲ୍ଲୀ ଏମ୍ସରେ ପାଳନ ହେଲା ଜନ୍ମଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ବର୍ଷରେ ପାଦ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଦିଲ୍ଲୀ ଏମ୍ସର କର୍ମଚାରୀଙ୍କ ସହ ମିଶି ଉଭୟ ଜନ୍ମଦିନ ପାଳିଛନ୍ତି। ନୂଆ ଜୀବନ ପାଇବା ପରେ ଉଭୟ ପ୍ରଥମ ଥର...
ରେଳବିଭାଗର ଦାୟିତ୍ଵହୀନତା: ବିନା ଇଞ୍ଜିନରେ ୧୩ କିମି ଗଡ଼ିଗଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=0TrGLcPKgk8]
ଭାରତୀୟ ରେଳ ବିଭାଗର ଖାମ୍ଖିଆଲ ନୀତି ତଥା ଦାୟିତ୍ଵହୀନତା କାର୍ଯ୍ୟ କାହାକୁ ଅଛପା ନାହିଁ। କେତେବେଳେ ଟ୍ରେନ୍ ଦୁର୍ଘଟଣା ହେଲାଣି ତ ଆଉ କେତେବେଳେ ଟ୍ରେନ୍ରେ ଦିଆଯାଉଥିବା ଖାଦ୍ୟରେ ପୋକ...
ଆଜିର ବଡ଼ ଖବର(୯ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଆଇପିଏଲର ମ୍ୟାଚରେ ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୧୨୬ ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ଗୋଟିଏ ୱିକେଟ ହରାଇ ହାସଲ କରିଥିଲା। ହାଇଦ୍ରାବାଦ...
ଦଳିତଙ୍କ ପାଇଁ ରାହୁଲଙ୍କ ଦିନିକିଆ ଉପବାସ: ବିଜେପି କହିଲା ଏହା ଉପହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି।
୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ...
ଅଧ୍ୟାପକଙ୍କୁ ନାଲିଆଖି, ଖାତା ନଦେଖିଲେ ଏତଲା ଦେବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଦୋଳନରତ ଅଧ୍ୟାପକଙ୍କ ପ୍ରତି କଠୋର ହୋଇଛନ୍ତି ସରକାର। +୨ ଖାତା ଦେଖାରେ ସହଯୋଗ ନକଲେ ସରକାର ଏତଲା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ସରକାରଙ୍କ ନାଲିଆଖିକୁ ଡରି ନାହାନ୍ତି ଅଧ୍ୟାପକ।
+୨...
ଭୁବନେଶ୍ୱରରେ ଖୋଲିଲା ଦୁଇଟି ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାରେ ଖୋଲିଲା ଏହି ଚିକିତ୍ସା କେନ୍ଦ୍ର
ଖୁବଶିଘ୍ର ଅନ୍ଲାଇନ୍ ପ୍ରେସକ୍ରିପ୍ସନ ବ୍ୟବସ୍ଥା
ରୋଗୀଙ୍କୁ ମାଗଣାରେ ମିଳିବ ଔଷଧ-ଚଷମା
ବିଶ୍ୱ ସ୍ୱାସ୍ଥ୍ୟ...
ତେଲ ଟାଙ୍କିରେ ବିଜେଡି ନିଆଁ: ବିଜେପି କହିଲା, “ଧର୍ମେନ୍ଦ୍ରଙ୍କୁ ବିରୋଧ ପାଇଁ ଏହା ଡ୍ରାମା”
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=McVcgTsVgwI]
ପୁଣି ପେଟ୍ରୋଲ ତାତି। ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟ ସାରା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି। ବିଜେପି ଏହାକୁ ଡ୍ରାମା କହି ସମାଲୋଚନା କରିଛି।
ପେଟ୍ରୋଲ ମୂଲ୍ୟ...
ସଲମାନଙ୍କୁ ମିଳିଲା ବେଲ୍: ଜାଣନ୍ତୁ ଭୁବନେଶ୍ୱରରେ କ’ଣ କହୁଛନ୍ତି ଫ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=O76-3HKVjtY]
ବଲିଉଡ ସୁପର ଷ୍ଟାର ସଲମାନ୍ ଖାନ୍ଙ୍କୁ ମିଳିଛି ଜାମିନ୍। ଜାମିନ୍ ପାଇବା ପରେ ଯୋଧପୁର ସେଣ୍ଟ୍ରାଲ ଜେଲ୍ରୁ ମୁମ୍ବାଇ ଫେରି ଆସିଛନ୍ତି ଦବଙ୍ଗ ଷ୍ଟାର। ଏହାକୁ ନେଇ ସାରା ଦେଶରେ...
ଅନଲାଇନ ଖବର ପାଇଁ ନିୟମ ତିଆରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ବିଜ୍ଞପ୍ତି
ଗଠନ ହେଲା ୧୦ ଜଣିଆ କମିଟି
କମିଟିରେ ସୂଚନା, ଗୃହ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ
ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ...




















