ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ ପ୍ରୟାସକାନ୍ତି ସାମଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଂଜିନିୟରିଂ...

‘ବିଜୁ ପଟ୍ଟନାୟକ – ଦି ଟଲ୍ ମ୍ୟାନ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=rqufn-ZYSyM ‘ଦି ଟଲ୍ ମ୍ୟାନ’ ନାଁରେ ଖ୍ୟାତ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଓଡ଼ିଶାର ଲୋକମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ବିଜୁବାବୁଙ୍କ ଦୂରଦୃଷ୍ଟି...

ଦିନେ ଆଦିବାସୀ ମହିଳାଙ୍କୁ ‘ପୋଲିସ ପାୱାର’ ଦେଇଥିଲେ ବିଜୁବାବୁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_1WTQroEj-8 “ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ ଅଛି। ଏହା ତୁମ ନିଜର କଥା ତାହା ତୁମ ନିଜ ପାଖରେ ଅଛି। ତୁମେ ଯାହା କହିଲ ତାହା ହୋଇପାରିବ।” ଏହି ଘଟଣାକୁ ୨୦-୨୫ ବର୍ଷ ହୋଇଗଲାଣି। ଏହା ୧୯୯୩ ମସିହାର କଥା। ସେତେବେଳେ ୧୧ଟି ଜିଲ୍ଲାର ମହିଳାମାନେ ମୋଟ ୪୦୦ଜଣ ହୋଇ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଏକାଠି ହୋଇଥିଲୁ। ୩-୪ଟି...

ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=zwF5uykPmjQ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ କର୍ମମୟ ଜୀବନର ପରିସୀମା ଥିଲା ଅନେକ ବ୍ୟାପକ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନ ଅତୁଳନୀୟ। ମାର୍ଚ୍ଚ ୫ ତାରିଖ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ...

ଆସନ୍ତାକାଲି ପାଳନ ହେବ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ମଙ୍ଗଳବାର ଦିନ ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ସହରାଞ୍ଚଳ ଓ ଜିଲ୍ଲାସ୍ତରରୁ ଆରମ୍ଭ କରି...

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଲାଗି...

ବଧିରତା ଦୂର କରିବା ପାଇଁ କାନର ଯତ୍ନ ନେବେ କିପରି ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ କାନ ମଣିଷ ଶରୀରର ଏକ ପ୍ରମୁଖ ଅଙ୍ଗ। ଏହାଦ୍ୱାରା ବିଭିନ୍ନ ଶବ୍ଦ ଏବଂ କମ୍ପନକୁ ଅନୁଭବ କରୁଥିବା ସକ୍ଷମତାକୁ ଶ୍ରବଣ ଶକ୍ତି କୁହାଯାଏ। ତେବେ ବଧିରତା ହେଉଛି ସମ୍ପୂର୍ଣ୍ଣ ଭାବେ...

ବିଜେପିରେ ଯୋଗ ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ନରେନ ପଲେଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ସୋମବାର ଦିନ ଚାଲିଛି ମିଶ୍ରଣ ପର୍ବ। ଆଜି ବିଜେପିରେ ସାମିଲ ହୋଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର...

ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ତାତିରୁ ମିଳିବ ଆଶ୍ଵସ୍ତି!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖରା ବଢ଼ୁଥିବାବେଳେ ଏବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ମଙ୍ଗଳବାରଠାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର...

କଳାହାଣ୍ଡି: ଦେପୁର ଗାଁ ନିକଟରେ ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ, ସ୍ଥାନୀୟ ଅଞ୍ଚଳ ଜଳମଗ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେନାଲ ଭାଙ୍ଗି ଯିବାରୁ ସ୍ଥାନୀୟ ଅଞ୍ଚଳରେ...