ପିରିୟଡସ ବେଳେ ସଫାସୁତରା ରହିବା ଜରୁରୀ
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=u85dpjJULNU
ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି...
ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଗୁରୁବାର ଦିନ ଅରବିନ୍ଦ ମହାପାତ୍ର ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ...
ଭୁବନେଶ୍ଵର: କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଭୁବନେଶ୍ଵର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର...
ଓଡ଼ିଶାର ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ଗୋଠପାଟଣାଠାରେ ଓଡ଼ିଶାର ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ...
ୟୁସିସିଆଇଏଲ ନାରୀଶକ୍ତି କମିଟି ଓ ଡବ୍ଲ୍ୟୁଟିସି ମହିଳା ଫୋରମର ମିଳିତ ଉଦ୍ୟମ ‘ନାରୀଶକ୍ତି କନକ୍ଲେଭ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ୟୁସିସିଆଇଏଲ ନାରୀ ଶକ୍ତି କମିଟି ଏବଂ ଡବ୍ଲ୍ୟୁଟିସି ମହିଳା ଫୋରମର ମିଳିତ ଉଦ୍ୟମରେ ଭୁବନେଶ୍ଵରସ୍ଥିତ ରେଡକ୍ରସ ଭବନଠାରେ ବୁଧବାର ଦିନ ଆୟୋଜିତ ହୋଇଯାଇଛି ‘ନାରୀଶକ୍ତି କନକ୍ଳେଭ’। ଅନ୍ତର୍ଜାତୀୟ ମହିଳା ଦିବସ...
ଆଜି ବିଜେଡି ଓ ବିଜେପିର ଦଳୀୟ ବୈଠକ, ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି।...
ପ୍ରକାଶ ପାଇଲା ମାସିକ ପାରିବାରିକ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୪ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୪ ସଂଖ୍ୟା ବଜାରକୁ ଆସିଛି। ଚଳିତ ସଂଖ୍ୟାଟି ଏକ ପର୍ଯ୍ୟଟନ ବିଶେଷାଙ୍କ ଭାବରେ ପ୍ରକାଶ ପାଇଛି। ଏଥିରେ...
ଫୁଲବାଣୀ: ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ସ୍ଥିତ ରାଣୀପଥର ଘାଟିରେ ବୁଧବାର ଓଏସଆରଟିସିର ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିବା ଫଳରେ ୧୫ରୁ ଅଧିକ ଯାତ୍ରୀ...
ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ, ଜାତୀୟ ରାଜପଥ...
ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍ ଇନ ମିଡିଆ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍ ଇନ ମିଡିଆ’ (ଓଡବ୍ଲ୍ୟୁଏମ୍)। ଓଡବ୍ଲ୍ୟୁଏମ୍ ପକ୍ଷରୁ ଆୟୋଜିତ ସମାରୋହରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟ...





















