ଇଡି ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲ, ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ୧୦ଟି ଠିକଣାରେ ଗୁରୁବାର ଦିନ ଏକକାଳୀନ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ...

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଗୁରୁବାର ଦିନ ୧୧ଟା ସମୟରେ ଅଶ୍ଵିନୀ ବୈଷ୍ଣବ ବିଜେପି କାର୍ଯ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ...

ବ୍ରହ୍ମପୁର ନିକଟସ୍ଥ ଶିତଳାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ୍: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ନିକଟସ୍ଥ ଶିତଳାପଲ୍ଲୀରେ ଉଦଘାଟିତ ହୋଇଛି ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା...

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ସିବିଏସଇ ଅଧୀନରେ ଥିବା ସବୁ ସ୍କୁଲର ପ୍ରାୟ ୩୯ ଲକ୍ଷ ଛାତ୍ରଛାତ୍ରୀ ଏହି...

ବଢ଼ିଲା କଳାକାର ସହାୟତା ରାଶି, ଉପକୃତ ହେବେ ରାଜ୍ୟର ୮୦ ହଜାର କଳାକାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): କଳାକାରମାନଙ୍କ ଲାଗି ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର। କଳାକାରମାନଙ୍କ ହିତକୁ ଦୃଷ୍ଟିରେ ରଖି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି। ଏଣିକି ଏହି...

ରାଜ୍ୟସଭା ନିର୍ବାଚନ: ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଓଡ଼ିଶାରୁ ଦ୍ଵିତୀୟ ଥର ପାଇଁ ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଛି...

ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ମାନ୍ୟତା              

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଞ୍ଚାୟତକୁ ମିଳିଲା ଏନଏସି ମାନ୍ୟତା। ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ବୁଧବାର ଦିନ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଶେରଗଡ଼ ନିର୍ବାଚନ...

ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସକୁ ପୁଣି ଝଟକା। ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ଅଂଶୁମାନ ମହାନ୍ତି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ଦିନ ସେ ନିଜ ଇସ୍ତଫା...

ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ଵିନୀ ବୈଷ୍ଣବ, ବିଜେଡି ଜଣାଇଲା ସମର୍ଥନ           

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏନେଇ ବୁଧବାର ଦିନ ବିଜେପି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ୨୦୧୯...

ଆଜି ପବିତ୍ର ଶ୍ରୀପଞ୍ଚମୀ, ଧରାପୃଷ୍ଠରେ ବିରାଜିଛନ୍ତି ମା’ ସରସ୍ୱତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରୀପଞ୍ଚମୀ। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ସରସ୍ୱତୀ ଓ ଭକ୍ତଙ୍କ ମିଳନ ହୋଇଛି। ବୁଧବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’...