ବାଲେଶ୍ଵର: ଡିଜିଟାଲ ଚିଟଫଣ୍ଡ ଠକେଇ ମାମଲା, ଦୋଷୀକୁ ୭ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଢ଼ କୋଟି ଟଙ୍କାର ଡିଜିଟାଲ ଠକେଇ ମାମଲାରେ ଦୋଷୀ ବିରୋଧରେ ୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ବାଲେଶ୍ଵର ଓପିଆଇଡି କୋର୍ଟ। ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ କୋର୍ଟ...

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ପରଲୋକ ଘଟିଛି। ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳେ ତାଙ୍କୁ ୮୮ ବର୍ଷ...

ଠକଙ୍କ ନୂଆ ଫର୍ମୁଲା: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ। କ୍ରେଡିଟ କାର୍ଡ ମାଧ୍ୟରେ ୮ କୋଟି ଟଙ୍କା ଠିକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ...

ଆସନ୍ତାକାଲିଠୁ କଟକରେ ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ରଥମ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାରଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ। ଓଡ଼ିଶା ଜଗରନଟ୍ସ ସହ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଖେଳାଯିବ ଲିଗର ଉଦଘାଟନୀ...
covid testing centers-2

ଭାରତରେ ଚିନ୍ତା ବଢ଼ଉଛି କୋଭିଡ, ୨୪ ଘଣ୍ଟାରେ ୭୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କର...

ଯୁକ୍ତ ୨ ପରୀକ୍ଷା: ଡିସେମ୍ବର ୩୦ ସୁଦ୍ଧା ସବୁ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ସିଏଚଏସଇର ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାନୁଆରି ୨ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପରେ ଫେବ୍ରୁଆରି ୧୬ରୁ ଥିଓରି ପରୀକ୍ଷା। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି...

ଓଡ଼ିଶାରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଡିସେମ୍ବର ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି...

ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପର ୨ଟି ପ୍ରକଳ୍ପର ଶିଳାନ୍ୟାସ, ନିବେଶ ହେବ ୮ ହଜାର କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଓଡ଼ିଶାରେ ୨୪୫୩ଟି ‘ଫାର୍ମାସିଷ୍ଟ’ ଓ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୧୬ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ‘ଫାର୍ମାସିଷ୍ଟ’ ଓ ଅନ୍ୟାନ୍ୟ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ...

ରାଉରକେଲାରେ ହଇଜା ଆତଙ୍କ, ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ପାତ ନଗରୀ ରାଉରକେଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ଶୁକ୍ରବାର ଦିନ ହଇଜା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପାଓ୍ଵାରହାଉସ ରୋଡର...