ପ୍ରତାପ କୁମାର ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାୟକ ପ୍ରତାପ କୁମାର ଜେନା ଏବଂ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମିଳିଛି ବିଜେଡିର ନୂଆ ଦାୟିତ୍ଵ। ପ୍ରତାପ କୁମାର ଜେନାଙ୍କୁ କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦିଆଯାଇଥିବାବେଳେ...

ନୂଆଦିଲ୍ଲୀ: ‘ମୋ ମାଟି ମୋ ଦେଶ’ ଅଭିଯାନର ଆକର୍ଷଣ ସାଜିଲା ଓଡ଼ିଶାର କଳା ଓ ସଂସ୍କୃତି, ସୁସ୍ମିତା ଦାସଙ୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ‘ମୋ ମାଟି ମୋ ଦେଶ ଅଭିଯାନ’ର ଆକର୍ଷଣ ସାଜିଲା ଓଡ଼ିଶାର କଳା ଓ ସଂସ୍କୃତି। ନୂଆଦିଲ୍ଲୀରେ ହୋଇଥିବା ଏହି ଅଭିଯାନର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ...

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ପଞ୍ଜିକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୨୦ ପଞ୍ଜିକରଣର ଶେଷ ତାରିଖ ରହିଛି। ରାଜ୍ୟରେ ଥିବା...

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ କୁମାର ଜେନାଙ୍କୁ ସାମୟିକ ଆଶ୍ୱସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଘଟଣାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏନେଇ ସାଲେପୁର...

ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟରେ ଲାଗିବ ୱାଇ-ଫାଇ, ଛାତ୍ରଛାତ୍ରୀ ପାଇବେ ମାଗଣା ଇଣ୍ଟରନେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ୱାଇ-ଫାଇ। ଏହାଦ୍ଵାରା ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ୱାଇ-ଫାଇ ଲଗାଇବା ଲାଗି...

ସଶସ୍ତ୍ର ସୀମା ବଳରେ ୧୧୧ଟି ‘ସବ ଇନ୍ସପେକ୍ଟର’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ନଭେମ୍ବର ୧୬

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ସଶସ୍ତ୍ର ସୀମା ବଳରେ (ଏସଏସବି) ୧୧୧ଟି ‘ସବ ଇନ୍ସପେକ୍ଟର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏସଏସବିର ବିଭିନ୍ନ ବିଭାଗରେ ଖାଲିଥିବା  ଏହି...

‘ଷ୍ଟ୍ରୋକ୍’ ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ। ‘ଷ୍ଟ୍ରୋକ୍‌’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ।...

ନଭେମ୍ୱର ୯ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ଯୋଗ ଦେବେ ଦେଶବିଦେଶରୁ ୩୦୦ ପ୍ରତିନିଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟ୍ସ’। ଭୁବନେଶ୍ୱର ଜନତା ମଇଦାନଠାରେ ନଭେମ୍ୱର ୯ରୁ ଆରମ୍ଭ ହେବ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବା ମିଲେଟ୍ସ...

କୋରାପୁଟରେ ବହୁ କିସମ ଦେଶୀ ଧାନ ବିହନ ଓ ସଂରକ୍ଷଣକୁ ନେଇ ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲାରେ ବହୁ କିସମ ବିଶିଷ୍ଟ ଦେଶୀ ଧାନ ଫସଲ ପ୍ରଦର୍ଶନୀ କ୍ଷେତ୍ର ଦିବସ ପାଳନ ଏବଂ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆସନା ଗ୍ରାମ...

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶ୍ରୀ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ, ୧୦୮ ମହିଳାଙ୍କୁ କମ୍ପାନିରେ ମିଳିଲା ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପ୍ଲାଣ୍ଟରେ ଶ୍ରୀ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ୧୦୮ ଜଣ ମହିଳାଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯାଇଛି। କମ୍ପାନିରେ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ସମାନତା...