ଜନ୍ମାଷ୍ଟମୀ ଲାଗି ଉପବାସ କରୁଛନ୍ତି କି, ଜାଣନ୍ତୁ ବ୍ରତ ଖୋଲିବା ପରେ କ’ଣ ଖାଇବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ପବିତ୍ର ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଏହି ଦିନରେ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ଅନେକ ଉପବାସ କରିଥାନ୍ତି। କେହି କେହି ନିର୍ଜଳ ଉପବାସ ମଧ୍ୟ କରିଥାନ୍ତି। ପୂଜା ସରିବା...

ପ୍ରକାଶ ପାଇଲା ଯୁକ୍ତ ୨ କଟଅଫ୍ ମାର୍କ: ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଛି କଟଅଫ୍ ମାର୍କ । ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ଶୀର୍ଷରେ ରହିଛି।...

ହୀରାକୁଦ ଡ୍ୟାମରୁ ମୁଣ୍ଡଳି ବ୍ୟାରେଜ୍ – କେଉଁ କେଉଁ ବାଟ ଦେଇ ଆସେ ବନ୍ୟାଜଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ହୀରାକୁଦର ବନ୍ୟାଜଳ କେଉଁ କେଉଁ ବାଟ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ ଜାଣନ୍ତୁ... ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଓଡ଼ିଶାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହୀରାକୁଦରେ ଜଳସ୍ତର...

ବନ୍ୟାସ୍ଥିତିର ସମୀକ୍ଷା: ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜାରି ରହିଛି ବନ୍ୟା ପରିସ୍ଥିତି। ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ୧୦ଟି ଜିଲ୍ଲା। ଅନେକ ଘର ବନ୍ୟା ପାଣିରେ ବଡ଼ି ରହିଥିବାବେଳେ ଏବେବି ଜଳଘେରରେ ପସିଛନ୍ତି ଅନେକ। ଏହାରି...

ସବୁ ଧୋଇନେଲା ବନ୍ୟା ଜଳ: ଜଗତସିଂହପୁର କୁଜଙ୍ଗ ବ୍ଲକରେ ଆଉ ଏକ ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ନିକଟରେ ଆଉ ଏକ ଘାଇ ସୃଷ୍ଟି ହୋଇଛି। ତେରମାଣପୁର ନିକଟ ମହାନଦୀ ଘେରିବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ତେରମାଣପୁର ଏବଂ କୋଟସାହି...

ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩...

ଦୁର୍ଦଶା ବଢ଼ାଇଲା ବନ୍ୟା: ୨ ଲକ୍ଷ ଲୋକ ପ୍ରଭାବିତ, ୨୬ ହଜାର ସ୍ଥାନାନ୍ତରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି। ଜଳ ଘେରରେ ଅନେକ ପରିବାର। କେଉଁଠି ଘାଇ ସୃଷ୍ଟି ହୋଇଛି ତ, ଆଉ କେଉଁଠି ବନ୍ୟା ପାଣିରେ ଘର ବୁଡ଼ିଯାଇଛି। ଗତ ୩ରୁ ୪...

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର: ରିଚାର୍ଜ ଅନୁସାରେ ମିଳିବ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ସ୍ମାର୍ଟ ମିଟର ସେବା। କୋରାପୁଟର ଜୟପୁରରେ ଟାଟା ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଛି। ଏହି ବିଦ୍ୟୁତ୍ ସେବା ବର୍ତ୍ତମାନ ଉଭୟ ପ୍ରିପେଡ ଏବଂ...

କହୁଥିଲେ ସରିବନି – ବିରେନ ମିଶ୍ରଙ୍କ କଥା

ବିଶ୍ଵଜିତ ସାହୁ [youtube https://www.youtube.com/watch?v=lWShDk4Uzp8] ଅଭିନୟ ଏବଂ ଭଏସଓଭର କ୍ଷେତ୍ରରେ ବିରେନ ମିଶ୍ରଙ୍କ ଦୀର୍ଘଦିନର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍‌ ସହ ସ୍ଵତନ୍ତ୍ର ସାକ୍ଷାତକାର। ‘କଥା ଦେଇ ଯିଏ କଥା ନ...

ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ରଖିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିମ୍ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। କେତେକଙ୍କ ପାଇଁ ଏହା ବ୍ୟୟଯୁକ୍ତ ହୋଇଥିବା ବେଳେ ସମୟ ଅଭାବରୁ ମଧ୍ୟ କିଛି ଲୋକ ଜିମ୍ ଯାଇପାରନ୍ତି ନାହିଁ। ସେହିପରି ବ୍ୟସ୍ତବହୁଳ ଜୀବନରେ...