ପୁରାତନ ଖବରକାଗଜ ସଂଗ୍ରହ ପାଇଁ ଓଏମ୍‌ଜି ରେକର୍ଡ ବୁକରେ ସ୍ଥାନ ପାଇଲେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ତଥା ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ ବୁକରେ ସ୍ଥାନ ପାଇଛି। ସର୍ବାଧିକ ଖବରକାଗଜ ସଂଗ୍ରହ କରିଥିବା ନିମନ୍ତେ...

ଟିକା ପାଇଁ ଅପେକ୍ଷା ହେଲା ଫିକା – ଏବେ ୮୪ ଦିନ ପରେ ମିଳିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍‌ ଟିକା ମିଳିବ। କେନ୍ଦ୍ର ସରକାର ଟିକା ବ୍ୟବଧାନ...

ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୧୨ହଜାର ପଜିଟିଭ୍‌, ୨୨ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍ ସ୍ଥିତି ଅଣାୟତ୍ତ। କିଛି ଦିନର ବ୍ୟବଧାନ ପରେ ଦ୍ୱିତୀୟଥର ପାଇଁ ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପ୍ଲାଟୋ ସ୍ତରରେ ରହିଥିଲାବେଳେ, ଆଜି ଅଚାନକ୍ ପିକ୍‌ରେ...

ଇଦ୍ ମୁବାରକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଇଦ୍ ଅର୍ଥାତ ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ ରଖି ରମଜାନ ମାସ ପାଳନ କରିଥିଲେ। ଗୁରୁବାର ଚାନ୍ଦ ଦେଖିବା...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୧୪ ମେ’ ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ ଶୁକ୍ଳ ଦ୍ଵିତୀୟା (ମଳ) ପ୍ରାତଃ ୦୫:୫୯:୦୧ ଗତେ ତୃତୀୟା ତିଥି। ବୃଷଚନ୍ଦ୍ର ସନ୍ଧ୍ୟା...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୪ ମେ’ ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶୁକ୍ରବାର ବୈଶାଖ ଶୁକ୍ଳ ଦ୍ଵିତୀୟା (ମଳ) ପ୍ରାତଃ ୦୫:୫୯:୦୧ ଗତେ ତୃତୀୟା...

ତାଗିଦ୍ କଲେ ପୋଲିସ କମିସନର – ‘‘ଜାଣିନ କି ଲକ୍‌ଡାଉନ୍‌, ରାସ୍ତାକୁ ଆସି ଗହଳି କରୁଛ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=9TRDtnucAvk] ‘‘କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସାରାରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଲକଡାଉନର ଅର୍ଥ ଘରେ ରହିବା। ରାସ୍ତାରେ ଆସି ଗହଳି କରିବା ନୁହେଁ। ତେଣୁ ଆଜିଠୁ କଟକ,...

ମହାରାଷ୍ଟ୍ର ଓ ବିହାରରେ ଲକ୍‌ଡାଉନ୍ ଅବଧି ବୃଦ୍ଧି – ଓଡ଼ିଶାରେ ବଢ଼ିବ କି?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ବିହାର ସରକାର ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଓଡ଼ିଶାରେ ବଢ଼ିବ କି ଲକ୍‌ଡାଉନ୍‌? ଦେଶରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନାହିଁ। କେନ୍ଦ୍ର...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ୧୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଅରେଞ୍ଜ ଓ୍ଵାର୍ଣ୍ଣିଂ...

ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଡିଏମଏଫ ସିଇଓ ରସାଇ ଲାଗୁରୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ଦିନ ପରଲୋକ ହୋଇଯାଇଛି। ଗତ କିଛିଦିନ ହେଲା...