ରାଜ୍ୟରେ ହୁ ହୁ ହୋଇ କାହିଁକି ବଢୁଛି ସଂକ୍ରମଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଲକ୍‌ଡାଉନ ସତ୍ତ୍ୱେ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବର୍ତ୍ତମାନ ପରିସ୍ଥିତିରେ ଏଥିପାଇଁ ଦାୟୀ କିଏ? ରାଜ୍ୟରେ ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ କମିବାରେ ନାଁ ଧରୁନାହିଁ। ସରକାରୀ...

ରାଜ୍ୟ ସରକାରଙ୍କ ଅପିଲ୍‌ – ବିନା ପଞ୍ଜୀକରଣରେ ଟିକା କେନ୍ଦ୍ରକୁ ଯାଆନ୍ତୁ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ସହ ମୁକାବିଲା ପାଇଁ ଏବେ ରାଜ୍ୟରେ ଟିକାକରଣ ଅଭିଯାନ ଚାଲିଛି। ଟିକା ନେବାକୁ ପ୍ରଥମେ ପଞ୍ଜୀକରଣ କରିବାକୁ କୁହାଯାଇଥିଲେ ବି ଅନେକ ବିନା ପଞ୍ଜୀକରଣରେ ଟିକା କେନ୍ଦ୍ରକୁ ଯାଉଛନ୍ତି, ଯାହାଦ୍ୱାରା...

ରାୟଗଡ଼ାର ‘ପ୍ଲାଜ୍‌ମା ମ୍ୟାନ’ ବି. ଭେଙ୍କଟେଶ – ପ୍ଲାଜ୍‌ମା ଦେଇ ବଞ୍ଚାଉଛନ୍ତି କରୋନା ଆକ୍ରାନ୍ତଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ଚିକିତ୍ସା କ୍ଷେତ୍ରରେ ଏବେ ପ୍ଲାଜମା ଥେରାପିର ବହୁଳ ବ୍ୟବହାର ଚାଲିଛି। ଏପରି ସମୟରେ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ରାୟଗଡ଼ାର ବି. ଭେଙ୍କଟେଶ।...
rashi fala

ଆଜିର ରାଶିଫଳ – (୦୭ ମେ’ ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଏକାଦଶୀ ଦିବା ୦୩:୩୨:୩୦ ଗତେ ଦ୍ଵାଦଶୀ ତିଥି। କୁମ୍ଭଚନ୍ଦ୍ର ପ୍ରାତଃ...

ଓଡ଼ିଶାରେ ଶ୍ରମିକଙ୍କ ସୁବିଧା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ ବଳବତ୍ତର ରହିଛି। ଏହାରି ମଧ୍ୟରେ ଶ୍ରମିକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ରାଜ୍ୟ...

କରୋନାରେ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି। କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଲଢ଼େଇରେ ସେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

କରୋନା ଚିକିତ୍ସାରେ ‘ଟୋସଲିଜୁମାବ’ ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଆକ୍ରାନ୍ତଙ୍କୁ ଟୋସଲିଜୁମାବ ଇଞ୍ଜେକସନ ଦେବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ନୂଆ ଏସ୍‌ଓପି ଅନୁସାରେ ଏବେ ଭେଣ୍ଟିଲେଟରରେ ଥିବା ଓ ଗୁରୁତର ଆକ୍ରାନ୍ତ ଥିବା...

କଡ଼ାକଡ଼ି ଯାଞ୍ଚ ସତ୍ତ୍ୱେ ଗଳା ବାଟ ଦେଇ ସୀମାରେ ପଶିଲେ ପ୍ରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ସୀମାନ୍ତ ଇଲାକାରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇ ଥିଲେ ହେଁ ସେମାନେ ଖାତିର ନକରି ଗଳା ବାଟ ଦେଇ...

ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଘରେ ଯାଇ ଟିକା ଦେବା ପ୍ରସଙ୍ଗର ଶୁଣାଣି କରିବେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଘରକୁ ଯାଇ ଟିକା ଦେବା ସମ୍ପର୍କିତ ଏକ ମାମଲାର ଶୁଣାଣି ମେ’୧୨ ହାଇକୋର୍ଟରେ ହେବ। ବରିଷ୍ଠ ନାଗରିକ ଓ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କ ଘରକୁ ଯାଇ ଟିକା ଦିଆଯିବା...

ଓଡ଼ିଶାରେ ପୁଣି ରେକର୍ଡ ଭାଙ୍ଗିଲା କରୋନା – ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲକ୍‌ଡାଉନ୍‌ ସତ୍ତ୍ୱେ ସବୁ ରେକର୍ଡ ଭାଙ୍ଗିଛି କରୋନା। ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କର ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ୧୨ ହଜାର ୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...