ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ। ଏହି ନୀତି ମାସେ ଧରି ଚାଲିବ। ଜାନୁଆରି ମାସ ମକର ସଂକ୍ରାନ୍ତିକୁ ଏହି ନୀତି ଶେଷ...
ପିପିଲି ଟୋଲ୍ ଗେଟ୍ରେ ଅବ୍ୟବସ୍ଥା – ହୋଇପାରୁନି ଫାସ୍ଟ୍ୟାଗ୍ ପେମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଟୋଲ୍ ଗେଟ୍ରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ହୋଇପାରୁନି ଫାସ୍ଟ୍ୟାଗ୍ ପେମେଣ୍ଟ। ଘଣ୍ଟା ଘଣ୍ଟା ଧରି ଲାଗିଛି ଲମ୍ଵା ଲାଇନ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି। ଭିଡ଼ ନିୟନ୍ତ୍ରଣ...
ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ରାମଚଣ୍ଡୀ ମୁହାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍...
ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ଡିସେମ୍ଵର ୧୬ ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି। ଏନେଇ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ସବୁଦିନ ଏହି ନୀତି ଚାଲିବ।...
ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି। ଶୁକ୍ରବାର ସ୍ୱର୍ଗଦ୍ୱାର ପରିସରରେ ଥିବା ଘରଗୁଡିକୁ ଭାଙ୍ଗି ଦିଆ ଯାଇଥିଲା। ପୁରୁଣା ଘର ଭାଙ୍ଗିବା ପରେ ଏବେ ନୂଆ ଘର ଭିତ୍ତିଭୂମି ପାଇଁ...
ଶେଷ ପର୍ଯ୍ୟାୟରେ ଇକୋ-ରିଟ୍ରିଟ୍ ପ୍ରସ୍ତୁତି – ଶନିବାର ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=RYIq4mu-Ryw
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଇକୋ-ରିଟ୍ରିଟ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଅପରାହ୍ଣରେ ଆନୁଷ୍ଠାନିକ ଭାବରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ପ୍ରଥମଥର ପାଇଁ ରାନ୍...
୫୪ତମ ପ୍ଲାଷ୍ଟିକ ସର୍ଜନ ସମ୍ମିଳନୀ ଉଦଘାଟନ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ସର୍ବଭାରତୀୟ ପ୍ଲାଷ୍ଟିକ ସର୍ଜନ ଆସୋସିଏସନ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫୪ତମ ପ୍ଲାଷ୍ଟିକ ସର୍ଜନ ସମ୍ମିଳନୀ ଉଦଘାଟିତ ହୋଇଛି।
ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ...
ଭୁଲ୍ ଇଞ୍ଜେକସନ୍ ନେଇ ୫୯ ରୋଗୀ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ରୋଗ ଭଲ କରିବାକୁ ଯାଇଥିଲେ ଡାକ୍ତରଖାନା। ହେଲେ ସେଠାରେ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ୫୯ ଜଣ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା...
ମାଟିରେ ମିଶିଲା ମଙ୍ଗୁ ମଠ, ଏବେ ସାନ ଛତା ମଠ ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନର ଉଚ୍ଛେଦ କାର୍ଯ୍ୟ ପରେ ମାଟିରେ ମିଶିଲା ମଙ୍ଗୁ ମଠ। ବୁଲ୍ଡୋଜର ମାଡ଼ରେ ଏହି ପୁରୁଣା ମଠ ମାଟିରେ ମିଶିଛି। ମଙ୍ଗୁ ମଠ ପରେ ପ୍ରଶାସନ ଏବେ ସାନ ଛତା...
ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପ୍ରଧାନଶିକ୍ଷକ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ। କୋଣାର୍କ ଶୁକପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ଏନେଇ କାକଟପୁର ବ୍ଲକ୍...





















