ପୁରୀରେ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ଆମିକସ୍‌ କ୍ୟୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ବେଳେ ଏହାକୁ ନେଇ...

ପୁରୀରେ ବିସ୍ଥାପିତ ପରିବାରଙ୍କ ପାଇଁ ନିର୍ମାଣ ହେବ ୬୦୦ ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ୭୫ ମିଟର ଉଚ୍ଛେଦକୁ ଜୋରଦାର ବିରୋଧ ହେବା ପରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ବିସ୍ଥାପିତ ପରିବାରଙ୍କ ପାଇଁ ପୁରୀରେ ୬୦୦ ଘର ନିର୍ମାଣ ହେବ। ଏଥିପାଇଁ ୯୫...

ପୁରୀ ମଠ ଉଚ୍ଛେଦ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପୁରୀ ମଠ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ। ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଗ ଥଇଥାନ, ପଛେ ଉଚ୍ଛେଦ ଦାବି...

ବିଲୀନ ହୋଇଯିବ ବଡ଼ ଆଖଡ଼ା ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kfchFs4Xy88] ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରସାଶନକୁ ନାକେଦମ୍‌ ହେବାକୁ ପଡ଼ିଛି। ଦୀର୍ଘ ୫୦୦ ବର୍ଷର ଐତିହ୍ୟ...

ପୁରୀରେ ମଠ ମହନ୍ତଙ୍କୁ ଭେଟିଲେ ସମ୍ବିତ ପାତ୍ର – କହିଲେ, ‘‘ଆଗ ଥଇଥାନ, ପରେ ଉଚ୍ଛେଦ’’

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଭେଟିଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଦିନ ଯେତିକି ଗଡୁଛି, ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜନୀତି ସେତିକି ବଢୁଛି। ବରିଷ୍ଠ ବିଜେପି ନେତା ବିଜୟ...

କାଲି ପୁରୀ ଗସ୍ତରେ ଆସିବେ ଆମିକସ୍‌କ୍ୟୁରି

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ଆସନ୍ତା କାଲି ପୁରୀ ଆସୁଛନ୍ତି ଆମିକସ୍‌କ୍ୟୁରି ଓ ସିଲିସେଟର ଜେନେରାଲ। ପୁରୀର ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମ୍‌କୋର୍ଟ ଆମିକସ୍‌କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍‌କ୍ୟୁରି ୭ ତାରିଖରେ...

୪ ଦିନ ବନ୍ଦ ପରେ ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ଓଡ଼ିଶାଲାଇଭ୍ ବ୍ୟୁରୋ ୪ ଦିନର ବିରତି ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏମାର ମଠକୁ ଲାଗିକି ଥିବା ଅବଶିଷ୍ଟ ଦୋକାନକୁ ଭଙ୍ଗାଯାଉଛି। କଡ଼ା ସୁରକ୍ଷା ବେଳେ ଚାଲିଛି ଉଚ୍ଛେଦ। ରବିବାର...

ମଠ ଉଚ୍ଛେଦକୁ ନେଇ ତେଜିଲା ରାଜନୀତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମଠ ଉଚ୍ଛେଦକୁ ବିରୋଧ, ପଶିଲା ରାଜନୀତି। ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏହାକୁ ନେଇ ଏବେ ରାଜନୀତି ତେଜିଛି। ଗତ ସପ୍ତାହେ ହେଲା ସୁରୁଖରୁରେ ଚାଲିଥିବା ଉଚ୍ଛେଦ...

ପୁରୀରେ ଚାଲିଛି ଉଚ୍ଛେଦ – ଜାଣନ୍ତୁ ମଠ ପାଇଁ କ’ଣ ରହିଛି ସରକାରୀ ପ୍ୟାକେଜ?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଚାଲିଥିବା ମଠ ଉଚ୍ଛେଦକୁ ଏବେ ଜୋରଦାର ବିରୋଧ କରାଯାଉଛି। ବିଭିନ୍ନ ମଠର ମହନ୍ତ ଏବଂ ସାଧୁସନ୍ଥମାନେ ଉଚ୍ଛେଦକୁ ପ୍ରତିବାଦ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ମଠ ଉଚ୍ଛେଦକୁ...

ମଠ ଉଚ୍ଛେଦକୁ ନେଇ ବସିଲା ବୈଠକ, ବାହାରିଲାନି ସମାଧାନର ରାସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ୭୫ ମିଟର ଉଚ୍ଛେଦକୁ ବିରୋଧ କଲା ପୁରୀ ସୁରକ୍ଷା କମିଟି। ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିଲା...