ତୀର୍ଥଯାତ୍ରୀଙ୍କ ପର୍ସ ଫେରାଇ ମାନବିକତାର ପରିଚୟ ଦେଲେ ଭୋଗ ଦୋକାନୀ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ବି ବଞ୍ଚିଛି ମଣିଷ ପଣିଆ। ତୀର୍ଥଯାତ୍ରୀଙ୍କ ହଜିଥିବା ପର୍ସ ଫେରାଇ ସାଧୁତାର ପରିଚୟ ଦେଇଛନ୍ତି ଅର୍ଜୁନ ବାରିକ ଓ ଲିଙ୍ଗରାଜ ଜେନା। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା...

ପୁରୀ: ଖଣ୍ଡାରେ ହାଣି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ପୂର୍ବ ଶତ୍ରୁତାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ନୃଶଂସ ଭାବେ ଖଣ୍ଡାରେ ହାଣି କଲେ ହତ୍ୟା। ଏଭଳି ଘଟଣା ଘଟିଛି ପୁରୀ ଜ଼ିଲ୍ଲା ସଦର ଥାନା କରୁଅ ଅଞ୍ଚଳରେ। ଗତକାଲି...

ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଶୁଭାରମ୍ଭ କଲା ନାଲକୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍‌କୋ) ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଲିତ ଅଟୋ ଏବଂ ଏକ ପିସିଆର ଭ୍ୟାନର ଶୁଭାରମ୍ଭ କରିଛି। ବୁଧବାର କେନ୍ଦ୍ର ଖଣି ବିଭାଗର ଅତିରିକ୍ତ...
Habishyalis returned home Holy Kartik Month

ସରିଲା କାର୍ତ୍ତିକ, ଶ୍ରୀକ୍ଷେତ୍ରରୁ ଫେରିଲେ ହାବିଷ୍ୟାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ:  ସରିଲା ପବିତ୍ର ଓ ପୂଣ୍ୟ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ହବିଷ୍ୟାଳିଙ୍କ ଘର ବାହୁଡା ହୋଇଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବିଭିନ୍ନ...

ପୁରୀରେ ସଡ଼କ ଦୁର୍ଘଟଣା – ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସାତପଡ଼ା ଭୁବନେଶ୍ୱର ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ସୂଚନା...

ସଞ୍ଚିତ ଅର୍ଥକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦାନ କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜର ସଞ୍ଚିତ ଅର୍ଥକୁ ଜଗନ୍ନାଥ ମନ୍ଦିର ଟ୍ରଷ୍ଟକୁ ଦାନ କଲେ ମହିଳା। ଏହି କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ପୁରୀ: କଥାରେ ଅଛି ଅନାଥର ନାଥ ଜଗନ୍ନାଥ। ଯେଉଁ...

ଗୋପରେ ବସ୍‌-କାର୍‌ ମୁହାଁମୁହିଁ, ୧୫ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓ କାର୍‌ ମୁହଁ।ମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ...

‘ବୁଲ୍‌ବୁଲ୍‌’ ପାଇଁ ପୁରୀରେ ୩ ନମ୍ଵର ସତର୍କ ସୂଚନା, ଆବଶ୍ୟକ ପଡ଼ିଲେ ହବିଷ୍ୟାଳି ହେବେ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି କରାଯିବା ସହ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆବଶ୍ୟକ...

ପ୍ରଫୁଲ ଯୋଜନାରେ ପୁରୀର ୭୦ ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ଆଜି ପୁରୀ ସଦ୍‌ଭାବନା ଗୃହଠାରେ ଭିନ୍ନକ୍ଷମମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ଫନି ପରବର୍ତ୍ତୀ ସହାୟତାରେ ଭିନ୍ନକ୍ଷମମାନଙ୍କୁ ସକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ...

କାଲିଠୁ ପଞ୍ଚକ ବ୍ରତ ଆରମ୍ଭ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ଶୁକ୍ରବାରଠୁ ଆରମ୍ଭ ହେଉଛି ପଞ୍ଚକ ବ୍ରତ। ଏନେଇ ପୁରୀ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଗହଳି ଜମିଲାଣି। ଧିରେଧିରେ ପୁରି ଉଠୁଛି ବଡଦାଣ୍ଡ। କାଲି ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ...