ପୁରୀରେ ୭୫ ମିଟର ଉଚ୍ଛେଦ – କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ପାଇଁ ଥଇଥାନ ପ୍ୟାକେଜ ସ୍ଥାନାନ୍ତରିତ ପରିବାରକୁ ତୁରନ୍ତ ୫୦ ହଜାର ଟଙ୍କା ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମିଳିବ ଘରଭଡ଼ା କ୍ଷତିଗ୍ରସ୍ତ ଲଜ୍‌କୁ ମିଳିବ ସହାୟତା ରାଶି ଉଠା...

ଏକ ହଜାର ପ୍ଲାଷ୍ଟିକ ବୋତଲରେ ଗଣେଶଙ୍କ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର। ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆାର ପ୍ରୟାସ କରିଛନ୍ତି। ପ୍ରାୟ ଏକ ହଜାକ ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ...

ମଙ୍ଗଳବାର ମାଟିରେ ମିଶିବ ବଡ଼ ଆଖଡ଼ା ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ମଙ୍ଗଳବାରଠୁ ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ବଡ଼ ଆଖଡ଼ା ମଠରେ ମାଡ଼ ହେବ ପ୍ରଶାସନର ବୁଲ୍‌ଡୋଜର। ବୁଲ୍‌ଡୋଜର ମାଡ଼ରେ ବଡ଼ ଆଖଡ଼ା ମଠ ମାଟିରେ ମିଶିବ। ରବିବାର ଏବଂ...

ପୁରୀରେ ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆସନ୍ତା ଦୁଇ ଦିନ ବନ୍ଦ ରହିବ। ଆସନ୍ତକାଲି ରବିବାର ଏବଂ ସୋମବାର ଦିନ ଗଣେଶ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ...

ଗାଦି ଛାଡ଼ିଲେନି ମହନ୍ତ, ଏବେ ଏମାର ମଠରୁ ନଜର ହଟାଉଛି ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ଜିଦ୍‌ରେ ଅଟଳ ମହନ୍ତ ତିନି ଦିନ ପରେ ବି ଛାଡ଼ିଲେନି ଗାଦି ଏମାର ମଠ ମୂଳ ଗାଦିରେ ହାତ ମାରିପାରୁନି ପ୍ରଶାସନ ମାପିଚୁପି ପଦକ୍ଷେପ ନେଉଛି ପ୍ରଶାସନ ଏମାର...

‘‘ପ୍ରଶାସନ ଛଡ଼େଇ ନେଲା ଆମ ଘର, ଆମେ ରହିବୁ କେଉଁଠି?’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Yalrvn5MrKQ] ଶ୍ରୀମନ୍ଦିର ସମ୍ମୁଖରେ ଥିବା ନଅଶହ ବର୍ଷର ଜଗନ୍ନାଥ ଐତିହକୁ ବହନ କରୁଥିବା ଏମାର ମଠକୁ ଭାଙ୍ଗିବାରେ ଲାଗିଛି ପ୍ରଶାସନ। ଏହି ମଠ କେବଳ ପୁରୀ ଶ୍ରୀମନ୍ଦିର କେବଳ ପରମ୍ପରା...

ଏମାର ମଠରେ ପୂଜା ପାଉଛନ୍ତି ବହୁ ବିରଳ ଶାଳଗ୍ରାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=XhI4cWayp4o&feature=youtu.be   ଏମାର ମଠ। ଏହା ପୁରୀରେ ଥିବା ସବୁଠୁ ପୁରୁଣା ମଠ। ଏହି ମଠ ହେଉଛି ଓଡ଼ିଶା ଐତିହ୍ୟର ମୂକସାକ୍ଷୀ। ପ୍ରାୟ ୯ ଶହ ବର୍ଷତଳେ ହିନ୍ଦୁ ଧର୍ମବିତ୍‌, ଦାର୍ଶନିକ,  ଶ୍ରୀବୈଷ୍ଣବ, ପରମ୍ପରାର...

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍‌ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6cnIxNBZY1c ମଠ ହେଉ କି ସାଧାରଣ ଲୋକ, ବିକଳ୍ପ ବ୍ୟବସ୍ଥା ନ କରି ପୁରୀରେ ସରକାର ଚଳାଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ନାପସନ୍ଦ। ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀରେ ଚାଲିଥିବା ଉଚ୍ଛେଦର ଧାରାକୁ କଡ଼ା...

କଟିଲା ଏମାର ମଠକୁ ବିଜୁଳି ଓ ପାଣି, ଭିତରେ ମହନ୍ତ ମହାରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଏମାର ମଠ ମହନ୍ତ ନିଜ ଆଡ଼ୁ ଗାଦି ନଛାଡ଼ନ୍ତି ତେବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର! ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା...

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲା – କଣ୍ଟେନର୍‌ରେ ରହିବେ ଏମାର ମଠ ମହନ୍ତ ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀର ପ୍ରାଚୀନ ଏମାର ମଠ ଭଙ୍ଗାଯିବାକୁ ନେଇ ଚାଲିଛି ଟଣାଓଟରା। ପୁରୀ ଜିଲ୍ଲା ପ୍ରଶାସନ ଏବଂ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ମଧ୍ୟରେ ବୁଝାମଣା ତୁଟୁନି। ଏଭଳି ଏକ ସ୍ଥିତିରେ...