Coronavirus blood test

ରାୟଗଡ଼ାରେ ରେକର୍ଡ ଭାଙ୍ଗିଲା କରୋନା – ଦିନକରେ ସର୍ବାଧିକ ୪୯୫ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ସାଙ୍ଘାତିକ ହେଲାଣି କରୋନା ସଂକ୍ରମଣ। ଆଜି ଜିଲ୍ଲାରେ ସର୍ବାଧିକ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି।...

ରାୟଗଡ଼ା: ଓଭର ବ୍ରିଜ ଉପରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ସ୍ଥାନୀୟ ଓଭର ବ୍ରିଜ଼ ଉପରେ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମଙ୍ଗଳବାର ଅପରାହ୍‌ଣ ସମୟରେ ଗୋଟେ ବୋଲେରୋ...

ରାୟଗଡ଼ା: ସ୍କୁଲ ହତାରୁ ୮ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ    (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସ୍କୁଲ ପରିସରରୁ ଉଦ୍ଧାର ହେଲା ୮ଫୁଟ ଲମ୍ବର ଅଜଗର ସାପ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକଲବ୍ୟ ମଡେଲ୍‍ ସ୍କୁଲ ପରିସରରୁ ଆଜି ଏକ...

ରାୟଗଡ଼ା: ରକ୍ତ ନମୁନା ସଂଗ୍ରହ କରିପାରିଲେନି ଏଏନ୍‍ଏମ୍‍ କର୍ମୀ, ତାଲିମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ଆଣ୍ଟିବଡି ବା ସେରୋସର୍ଭେ ଟେଷ୍ଟକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଣ୍ଟିବଡି ଟେଷ୍ଟ ବେଳେ ଏଏନ୍‍ଏମ୍‍ କର୍ମୀ ଜଣେ ବୃଦ୍ଧାଙ୍କ ହାତରେ ବାରମ୍ଵାର...

ରାୟଗଡ଼ା: କରୋନା କଟକଣାରେ ଫିକା ପଡ଼ିଲା ଗଣେଶ ପୂଜା

ଓଡିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ଯୋଗୁଁ ଆରମ୍ଭରୁ ଫିକା ପଡ଼ିଛି ପାର୍ବଣ ଋତୁ। ପ୍ରତିବର୍ଷ ରାୟଗଡ଼ା ସହରରେ ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ ଗଣେଶ ପୂଜା। କିନ୍ତୁ ଚଳିତବର୍ଷ...

ରାୟଗଡ଼ା: ଉପ-ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଉପ-ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ ଆଦେଶ ଶୁଣାଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଧ୍ୟ ବିଧିବଦ୍ଧ...

ମୋବାଇଲ ଅଛି, ନେଟଓ୍ୱାର୍କ ନାହିଁ – ଅନଲାଇନ ପାଠ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ। ଅନଲାଇନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅନଲାଇନ ବ୍ୟବସ୍ଥା ସହର ପିଲାଙ୍କ ପାଇଁ ତ ବେଶ ଭଲ...

ରବିବାରଠୁ ରାୟଗଡ଼ା ୭୨ ଘଣ୍ଟା ସଟଡାଉନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାରଠୁ ମଙ୍ଗଳବାର ଯାଏଁ ୭୨ ଘଣ୍ଟା ସଟଡାଉନ ରହିବ ରାୟଗଡ଼ା ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୮ ଘଣ୍ଟା...

ରାୟଗଡ଼ାରେ ଜିଲ୍ଲା ସ୍ତରୀୟ କୋଭିଡ୍ ସମୀକ୍ଷା ବୈଠକ ଅନୁଷ୍ଠିତ

ଓଡିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସୁସ୍ଥ ହୋଇଥିବା କୋଭିଡ୍ ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ଉତ୍ସାହିତ କରିବାକୁ ଜିଲ୍ଲାୱାରୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ରାୟଗଡ଼ା ଜିଲ୍ଲା...

ମାଟ୍ରିକ୍ ରେଜଲ୍ଟ – ରାୟଗଡ଼ାରେ ପାସ୍‌ହାର ୬୯.୬୦ ପ୍ରତିଶତ, ସତ୍ୟବ୍ରତ ନାୟକ ଟପ୍ପର

ଓଡିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷାରେ ରାୟଗଡ଼ାର ୬୯.୬୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କାଶୀପୁର ଏସଏସଭିଏମର...