ଲାଞ୍ଚ ନେଇ ଚାକିରି ହରାଇଲେ ପୂର୍ବତନ ବିଷମକଟକ ଥାନା ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ। ଲାଞ୍ଚ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ବହିଷ୍କୃତ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଇନ୍ସପେକ୍ଟର। ଇନପେକ୍ଟର ଜଣକ ହେଉଛନ୍ତି ନଳୀନିକାନ୍ତ ମହାପାତ୍ର।...

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ୩ କିଲୋମିଟର ଚାଲିଲେ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଜନନୀ ଯନ୍ତ୍ରଣାର ଶିକାର ହେଲେ ଗର୍ଭବତୀ ମହିଳା। ରେଳ ଟ୍ରାକ ଥିବା ଯୋଗୁଁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ଵୁଲାନ୍ସ। ଯାହା ଫଳରେ ଗର୍ଭବତୀ...

ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କ୍ୟାନସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବଦଳୁଥିବା ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଅତ୍ୟଧିକ ମାଦକଦ୍ରବ୍ୟ ସେବନ ଯୋଗୁଁ ରାୟଗଡ଼ାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...

ପୁଣି ମେଳି ବାନ୍ଧୁଛନ୍ତି ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଏକାଠି ହେବାରେ ଲାଗିଛନ୍ତି। ବିଶେଷ କରି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗତ କିଛି ଦିନ ଧରି ଏମାନଙ୍କ କାର୍ଯ୍ୟକଳାପରେ ତୀବ୍ରତା ଦେଖାଯାଇଛି। ଏହା ପୋଲିସର...

ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଏଚ୍‌ ଶିବାକୁ ପୋଲିସର ଏନକାଉଣ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଏଚ୍‌ ଶିବାକୁ ଏନକାଉଣ୍ଟର କରିଛି ପୋଲିସ୍। ରାୟଗଡ଼ା ଟାଉନ୍ ଥାନା ପୋଲିସ ଏନକାଉଣ୍ଟରରେ ଅପରାଧି ଏଚ ଶିବା ଆହତ ହୋଇଛି। ଶିବାର...

ଟ୍ରେନରୁ ଯୁବକଙ୍କ ଅପହରଣ ମାମଲା – ପର୍ଦ୍ଦାଫାସ୍‌ କଲା ରାୟଗଡ଼ା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜଣେ ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ଅପହରଣକାରୀ ଗ୍ୟାଙ୍ଗର ୬ ଜଣକୁ ରାୟଗଡ଼ା ପୋଲିସ ଗିରଫ କରିଛି। ଏହି...

ରାୟଗଡ଼ା ସେଞ୍ଚୁରିଆନ ୟୁନିଭର୍ସିଟିରେ ରକ୍ତଦାନ ଶିବିର – ୬୫ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ରାୟଗଡ଼ା ସହରସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।...

ରାୟଗଡ଼ା ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ଟ୍ରେନଟି ରାୟଗଡ଼ା ରେଳ ଷ୍ଟେସନ ୬ ନମ୍ଵର ପ୍ଲାଟଫର୍ମରେ ଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ...

ରାୟଗଡ଼ା: ୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ହୋଇଛି। ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ାଉ...

ବିଷମକଟକ ଷ୍ଟେଟ ବ୍ୟାଙ୍କରେ ତାଲା ପକାଇଲେ ଘର ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ବିଷମକଟକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ପଡ଼ିଲା ତାଲା। ତାଲା ପକାଇଛନ୍ତି ଘର ମାଲିକ। ଏହାସହ ବ୍ୟାଙ୍କ ଭିତରେ ୬ କର୍ମଚାରୀ...