ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା, ଭୀମସାର ଡାକ୍ତରଙ୍କ ନାଁରେ ମାମଲା

ଓଡ଼ିଶାଲାଇଭ ବ୍ୟୁରୋ ସମ୍ଵଲପୁର ବୁର୍ଲା ଭୀମସାର ମେଡିକାଲ ଡାକ୍ତରଙ୍କ ନାଁରେ ମାମଲା। ଭୀମସାର ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମାଡ଼ ଖାଇଥିବା ଯୁବକ...

ସୈନିକ ସ୍କୁଲରେ ନାମଲେଖା ପାଇଁ ଅକ୍ଟୋବର ୩୧ ଯାଏଁ କରିପାରିବେ ଅନ୍‌ଲାଇନ ପଞ୍ଜିକରଣ

ଓଡ଼ିଶାଲାଇଭ ବ୍ୟୁରୋ ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଅନଲାଇନ ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଯାଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ପଞ୍ଜିକରଣ କରିପାରିବେ। ଭୁବନେଶ୍ଵର ଓ ସମ୍ଵଲପୁରରେ ଥିବା ସୈନିକ...

ସମ୍ବଲପୁର: ଗାଧୋଇଲା ବେଳେ ଭାସିଗଲେ ୬ ଯୁବତୀ, ଜଣେ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣ। ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ୬ ଜଣ ଯୁବତୀ ପାଣି ସୁଅରେ ଭାସି ଯାଇଛନ୍ତି। ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ...

ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର ପ୍ରଚାର ପ୍ରସାର ପାଇଁ ଓଡ଼ିଶାଲାଇଭ୍‌ ସହ ଏଚ୍‌ଆର୍‌ଏଏସ୍‌ର ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଏଚ୍‌ଆର୍‌ଏସ୍‌ର ପଦକ୍ଷେପ। ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଭରପୂର ସମ୍ଭାର ରହିଛି। ହେଲେ ଏଠାକାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର...

ସମ୍ବଲପୁର ପୋଲିସର ଏନ୍‌କାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ଗିରଫ କରିଛି ସମ୍ବଲପୁର ପୋଲିସ। ଶୁକ୍ରବାର ଅମିତ ଜଣଙ୍କୁ ଅପହରଣ କରି ୬୦ ଲକ୍ଷ...

ପ୍ରମିଳା ମଲ୍ଲିକଙ୍କ ଭାଇ ଓ ପୁତୁରାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ ବ୍ୟୁରୋ ଠକେଇ ଅଭିଯୋଗରେ ବିଜେଡିର ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷିରୋଦ ମଲ୍ଲିକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। କ୍ଷୀରୋଦଙ୍କ ସହ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ...

ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶକୁ ଦର୍ଶନ କଲେ ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ଯାଏଁ ମା’ ଏହି ଅନନ୍ୟ ବେଶରେ ଦର୍ଶନ ଦେବେ ରବିବାରଠାରୁ ନବରାତ୍ର ପୂଜା ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ...

ସମ୍ଵଲପୁର: ଭଣ୍ଡାରିମାଳ ଡବଲ ମର୍ଡର, ୪ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ସମ୍ଵଲପୁର ଭଣ୍ଡାରିମାଳ ଡବଲ ମର୍ଡର ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଯୁଯୁମରା ପୋଲିସ। ମଙ୍ଗଳବାର ଦୁଇ ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରିବା ସହ କୋର୍ଟ...

ସମ୍ବଲପୁର: ସାମାନ୍ୟ ପାଟିତୁଣ୍ଡରୁ ଜଘନ୍ୟ ହତ୍ୟାକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଝିମିଟି ଖେଳରୁ ମହାଭାରତ। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ। ସାମାନ୍ୟ ପାଟିତୁଣ୍ଡରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡରେ ଦୁଇ ଭାଇଙ୍କ...

ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅଲଗା ହେବ ୧୧୫ କଲେଜ, ପ୍ରତିଷ୍ଠା ହେବ ଆଉ ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ଏକକ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ (ଆଫିଲିଏଟେଡ୍) ବିଶ୍ୱବିଦ୍ୟାଳୟ କରିବାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦୁଇଟି ଏକକ...