ମୋଷ୍ଟ ଓ୍ଵାଣ୍ଟେଡ ମାଓ କମାଣ୍ଡର ସୁଦାମା ସିଂହ ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା। ଦୁର୍ଦ୍ଦାନ୍ତ ପିଏଲଏଫଆଇ ଏରିଆ ମାଓ କମାଣ୍ଡର ସୁଦାମା ସିଂହକୁ ଗିରଫ କରିଛି ରାଉରକେଲା ପୋଲିସ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲ୍ଲାନ।
ଓଡିଶା...
ସୁନ୍ଦରଗଡ଼: ଇଙ୍କିବାହାଲ-ଟପରିଆ ରାସ୍ତା ପାଲଟିଛି ମରଣ ଯନ୍ତା
ଓଡ଼ିଶାଲାଇଭ ବ୍ୟୁରୋ
ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଅର୍ଥର ଅଭାବ ନାହିଁ। ହେଲେ ହେମଗିରି ବ୍ଲକର ବାଙ୍କିବାହାଲରୁ ଟପରିଆ ଦେଇ ଯାଇଥିବା ୨୮ କିଲୋମିଟରର ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଛି। ପ୍ରତିଦିନ...
ଡାହାଣୀ ସନ୍ଦେହରେ ପ୍ରଜାକୋର୍ଟ – ମା’ ଝିଅଙ୍କୁ ମିଳିଲା ମୃତ୍ୟୁଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ପ୍ରଜା କୋର୍ଟ ବସିଲା ଏବଂ ମା' ଝିଅଙ୍କୁ ମିଳିଲା ମୃତ୍ୟୁଦଣ୍ଡ। ଏଭଳି ଏକ ଅଭାବନୀୟ ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ...
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା: ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡାର ଆତ୍ମସମର୍ପଣ। ତା'କୁ ଧରିବା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ମଙ୍ଗଳ ସିଂହ ଏସ୍ଡିଏସ୍ ଡିଭିଜନ(ସୁନ୍ଦରଗଡ଼, ଦେବଗଡ଼ ଓ...
ଭୁଲ ଇଞ୍ଜେକ୍ସନ ନେଇ ସ୍କୁଲ ଛାତ୍ରର ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁଲ ଟିକା ନେବା ଯୋଗୁଁ ମୃତ୍ୟୁ ଅଭିଯୋଗ କରିଥିଲେ ପରିବାର।
ରାଉରକେଲାର ସେକ୍ଟର ୬ର କଲ୍ୟାଣି ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୦ ବର୍ଷର ଛାତ୍ରକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା...
ସୁନ୍ଦରଗଡ଼ର ସୁନା ଝିଅ ସଂଯୁକ୍ତା – ଡିଗ୍ରୀ ଏମ୍ବିଏ, ବୃତ୍ତି ସରପଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=g36mkK11Sw8
ହାଇଦ୍ରାବାଦରେ ଏମ୍ବିଏ ପାଠ ପଢ଼ି ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରୁଛନ୍ତି ସଂଯୁକ୍ତା।
କାହା ପାଇଁ ରାଜନୀତି ପେଶା ହୋଇପାରେ। ହେଲେ ସୁନ୍ଦରଗଡ଼ର ସୁନା ଝିଅ ସଂଯୁକ୍ତାବିନ୍ଦୁ ଲାକ୍ରାଙ୍କ...
ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଲେ ସୁନ୍ଦରଗଡ଼ ଏସପି
ଓଡ଼ିଶାଲାଇଭ ବ୍ୟୁରୋ
ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ଏସପି। ଏହି ବିଷୟ ଏବେ ସୁନ୍ଦରଗଡ଼...
ମହରମ ଉପଲକ୍ଷେ ରାଉରକେଲାରେ ଦଶମୀ ଆଖଡ଼ା ଶୋଭାଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ମୁସଲିମ ସମ୍ପ୍ରଦାୟଙ୍କ ବଡ଼ ପର୍ବ ମହରମ। ଏହି ଅବସରରେ ରାଉରକେଲାରେ ଧୂମଧାମରେ ପାଳିତ ହୋଇଯାଇଛି ମହରମ ପର୍ବ। ଏନେଇ ମୁସଲିମ ସମ୍ପ୍ରଦାୟର ଲୋକମାନେ ମହରମର ଦଶମୀ ଆଖଡ଼ା...
ଗର୍ଭବତୀଙ୍କୁ ମାଡ଼ ମାରିବା ଅଭିଯୋଗ – ସୁନ୍ଦରଗଡ଼ ଏସ୍ପିଙ୍କ ନାଁରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିରି ଥାନା ପୋଲିସ। ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଛି।
ଏସ୍ପିଙ୍କ ବିରୋଧରେ...
ରାଉରକେଲାରେ ତ୍ରିରଙ୍ଗା ଯାତ୍ରା – ୧୦ କିମି ଲମ୍ବ ଜାତୀୟ ପତାକା ପ୍ରଦର୍ଶନ କଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୧୫ରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ରାଉରକେଲାରେ ଏଥର ସ୍ୱାଧୀନତା ଦିବସ ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି।
ଏହି ଅବସରରେ ପ୍ରାୟ ୧୦ କିଲୋମିଟର ଲମ୍ବର ଜାତୀୟ...





















