ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଲେ ସୁନ୍ଦରଗଡ଼ ଏସପି

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ଏସପି। ଏହି ବିଷୟ ଏବେ ସୁନ୍ଦରଗଡ଼...

ମହରମ ଉପଲକ୍ଷେ ରାଉରକେଲାରେ ଦଶମୀ ଆଖଡ଼ା ଶୋଭାଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ମୁସଲିମ ସମ୍ପ୍ରଦାୟଙ୍କ ବଡ଼ ପର୍ବ ମହରମ। ଏହି ଅବସରରେ ରାଉରକେଲାରେ ଧୂମଧାମରେ ପାଳିତ ହୋଇଯାଇଛି ମହରମ ପର୍ବ। ଏନେଇ ମୁସଲିମ ସମ୍ପ୍ରଦାୟର ଲୋକମାନେ ମହରମର ଦଶମୀ ଆଖଡ଼ା...

ଗର୍ଭବତୀଙ୍କୁ ମାଡ଼ ମାରିବା ଅଭିଯୋଗ – ସୁନ୍ଦରଗଡ଼ ଏସ୍‌ପିଙ୍କ ନାଁରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିରି ଥାନା ପୋଲିସ। ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଛି। ଏସ୍‌ପିଙ୍କ ବିରୋଧରେ...

ରାଉରକେଲାରେ ତ୍ରିରଙ୍ଗା ଯାତ୍ରା – ୧୦ କିମି ଲମ୍ବ ଜାତୀୟ ପତାକା ପ୍ରଦର୍ଶନ କଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୫ରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ରାଉରକେଲାରେ ଏଥର ସ୍ୱାଧୀନତା ଦିବସ ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏହି ଅବସରରେ ପ୍ରାୟ ୧୦ କିଲୋମିଟର ଲମ୍ବର ଜାତୀୟ...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...

ସାପ କାମୁଡ଼ାରେ ଭାଇ-ଭଉଣୀ ମୃତ

ଓଡ଼ିଶାଲାଇଭ ବ୍ୟୁରୋ ବିଷାକ୍ତ ସାପ କାମୁଡ଼ିବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଲିଆ ଗାଁରେ। ଦୁଇ ଭାଇ-ଭଉଣୀଙ୍କ ବୟସ ୮ବର୍ଷ...