୨ ଦିନିଆ ବଲାଙ୍ଗିର ବନ୍ଦ – ସରକାରୀ ଅଫିସ୍ରେ ତାଲା, ବ୍ୟାଙ୍କ ସେବା ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଗୁରୁବାର ଯାଏଁ ଚାଲିବ।
ବନ୍ଦ ପ୍ରଭାବରେ ସରକାରୀ...
ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ଠୁଙ୍କିଦେଲେ ମୁରସୁଣ୍ଡ ଗାଁର ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା। ଉପଜିଲ୍ଲାପାଳଙ୍କୁ ତାଲା ପକାଇଦେଲେ ମହିଳା।
ବଲାଙ୍ଗିର ଜିଲ୍ଲା ମୁରସୁଣ୍ଡ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି...
ବଲାଙ୍ଗୀର: ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲିରେ ଯୋଗଦେବେ ଭେଙ୍କିୟା ନାଇଡୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲିରେ ଯୋଗଦେବେ ଭାରତ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଗୁରୁବାର ଏନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ସୂଚନା ଦେଇଛନ୍ତି।
ଆସନ୍ତା ଡିସେମ୍ବର ମାସରେ...
ଚିତ୍ର ଆସିଲାନି ବୋଲି ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଶିକ୍ଷୟିତ୍ରୀଙ୍କ ସ୍ଵାମୀ
ଓଡ଼ିଶାଲାଇଭ ବ୍ୟୁରୋ
ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିଛନ୍ତି ରାଜ୍ୟ ସରକାର। ହେଲେ ଏହା ପରେ ସ୍କୁଲରେ ପିଲାଙ୍କୁ ମାଡ଼ ହୋଇଛି। ସେ ପୁଣି ଶିକ୍ଷକ କି ଶିକ୍ଷୟତ୍ରୀ ମାରି ନାହାନ୍ତି, ମାରିଛନ୍ତି ଶିକ୍ଷୟିତ୍ରୀଙ୍କ...
ଲାଞ୍ଚ ମାଗି ଫସିଲେ ଶ୍ରମ ବିଭାଗ କିରାଣୀ, ହେଲେ ନିଲମ୍ଵିତ
ଓଡ଼ିଶାଲାଇଭ ବ୍ୟୁରୋ
ଲାଞ୍ଚ ମାଗି ଫସିଲେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଜଣେ କିରାଣୀ। ତାଙ୍କ ନାଁ ବଲ୍ଲଭ ନାଗ୍। ଜଣେ ଲୋକଠାରୁ ଶ୍ରମିକ ଚାଲାଣ ଲାଇସେନ୍ସ କରାଇଦେବା ପାଇଁ ଏକ ହଜାର ଟଙ୍କା...
ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ୨ଦିନ ବଲାଙ୍ଗିର ବନ୍ଦ
ଓଡ଼ିଶାଲାଇଭ ବ୍ୟୁରୋ
ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଓକିଲ ସଂଘ। ବୁଧବାର ଓ ଗୁରୁବାର ଦୁଇ ଦିନ ବଲାଙ୍ଗିର ବନ୍ଦ ରହିବ। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି...
ବାଇକ୍କୁ ପିଟିଲା ଟ୍ରକ୍ – ଭାଇ ଭଉଣୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଦେଓଗାଁ-ତୁଷୁରା ରାସ୍ତା ମହିପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି।
ମଙ୍ଗଳବାର ସକାଳେ ଦେଓଗାଁ-ତୁଷୁରା ରାସ୍ତା ଦେଇ...
ବଲାଙ୍ଗିର: ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ନିଖୋଜ
ଓଡ଼ିଶାଲାଇଭ ବ୍ୟୁରୋ
ବ୍ରିଜ ତଳକୁ ଖସିଲା ଏକ ଟ୍ରକ। ଫଳରେ ଟ୍ରକ ମଧ୍ୟରେ ଥିବା ଡ୍ରାଇଭର ଓ ହେଲପରଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଥିବା...
ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓ କ୍ୟାମ୍ପ ଧ୍ଵଂସ କଲା ଏସଓଜି
ଓଡ଼ିଶାଲାଇଭ ବ୍ୟୁରୋ
ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ପରେ ଏସଓଜି ଯବାନମାନେ ସେଠାରେ ମାଓ କ୍ୟାମ୍ପକୁ...
ବଲାଙ୍ଗିର: ‘ମୋ ସରକାର’ ପ୍ରଭାବ, ନିଲମ୍ଵିତ ହେଲେ ଏଏସ୍ଆଇ
ଓଡ଼ିଶାଲାଇଭ ବ୍ୟୁରୋ
ପଡ଼ିଲା ‘ମୋ ସରକାର’ ପ୍ରଭାବ। ନିଲମ୍ଵିତ ହେଲେ ଏଏସ୍ଆଇ। ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ତାଙ୍କୁ ସସପେଣ୍ଡ କରାଯାଇଛି। ଏଏସ୍ଆଇ ଜଣକ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଥିଲେ।
ଜଗଦୀଶ...




















